Odia News Portal
Browsing Tag

bili bai app

ବୁଲିବାଇ ଆପ ମାମଲାରେ ଓଡିଶାରୁ ଜଣେ ଗିରଫ

ବହୁ ଚର୍ଚ୍ଚିତ ବୁଲିବାଈ ଆପ ମାମଲାରେ ଓଡିଶାରୁ ଜଣେ ଗିରଫ । ମୁମ୍ବାଇ ପୋଲିସ ଓଡିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ଏଏନଆଇ ସୂତ୍ରରୁ ସୁଚନା ମିଳିଛି । ତେବେ ଏହି ଅଭିଯୁକ୍ତ ଜଣଙ୍କ କିଏ ? ସେ କଣ କରନ୍ତି ? ସେ ସମ୍ପର୍କରେ ଏବେ ବିସ୍ତ୍ରୃତ ସୂଚନା ଦିଆଯାଇନାହିଁ । ବୁଲିବାଈ ଆପ…