Odia News Portal
Browsing Tag

bjd press meet

କୋଷ୍ଟାଲ ହାଇଓ୍ୱେ ପ୍ରକଳ୍ପରେ ଓଡିଶା ବାସୀଙ୍କୁ ନିରାଶ କରିଛି କେନ୍ଦ୍ର : ସଞ୍ଜୟ କୁମାର ଦାସବର୍ମା

ଦୀର୍ଘ ୧୧ ବର୍ଷ ପରେ ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ ମିଳିଥିବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । କିନ୍ତୁ ଗତକାଲିର ଘୋଷଣା ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇଥିବା କହି କଡ଼ା ସମାଲୋଚନା…

ମହାମାରୀକୁ ନେଇ ବିଜେପି ରାଜନୀତି କରୁଛି

ଭୁବନେଶ୍ୱର : ଭୟାବହ କରୋନା ମହାମାରୀର ମୁକାବିଲା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏକତ୍ର ଭାବେ କାର୍ଯ୍ୟ କରିବାକୁ ଚାହୁଁଥିବାବେଳେ ଓଡିଶା ବିଜେପି ନେତାମାନେ କିନ୍ତୁ ଏହା ଚାହୁଁ ନାହାନ୍ତି । ରାଜ୍ୟ ବିଜେପି ନେତାମାନେ କରୋନାକୁ ନେଇ ହୀନ ରାଜନୀତି ଆରମ୍ଭ କରିଥିବା

ତେଜୁଛି ଅରୁଆ-ଉଷୁନା ରାଜନୀତି

ଭୁବନେଶ୍ୱର: ରାଜ୍ୟରେ ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି | ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି । ଆଜି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ରାଜ୍ୟ ସରକାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଉଷୁନା

କରୋନାକୁ ନେଇ ରାଜନୀତି କରିବା ଉଚିତ ନୁହେଁ

ଭୁବନେଶ୍ୱର() ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି କରୋନ । ଆଉ ଏଥିପାଇଁ ରାଜ୍ୟ ବିପତ୍ତି ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ପାଇଁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ବ୍ୟୟବରାଦ କରିଛନ୍ତି । ଏପରି ବିପର୍ୟ୍ୟୟକୁ ମୁକାବିଲା ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି । ଅଧିକାଂଶ ରାଜ୍ୟ ଏହାକୁ…

ବିଜେଡ଼ିର ସଫଳତାକୁ କଂଗ୍ରେସ ହଜମ କରିପାରୁନି: ସସ୍ମିତ ପାତ୍ର

ଭୁବନେଶ୍ୱର() କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝି ନବରଙ୍ଗପୁର ବନ୍ଦ ସମୟରେ ଯେଭଳି ହିଂସାର ଆଶ୍ରୟ ନେଲେ ସେଥିରୁ ଗଣମାଧ୍ୟମର ନଜର ହଟାଇବା ଲାଗି କଂଗ୍ରେସ ଅସଫଳ ପ୍ରୟାସ କରୁଛି । ବିଜେଡ଼ି ସରକାରକୁ ପ୍ରଶ୍ନ କରିବା ପୂର୍ବରୁ କଂଗ୍ରେସ ପ୍ରଥମେ ନିଜ ଦଳ ଗାନ୍ଧୀ ନୀତିରେ ବିଶ୍ୱାସ…