Odia News Portal
Browsing Tag

bjd

ବିଜେଡିରେ ମିଶିଲେ ବିଜେପି ନେତା ଧନୁର୍ଜୟ ସିଦ୍ଧୁ

ତେଲକୋଇର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ । ବିଜୁ ଜନତା ଦଳ ପକ୍ଷରୁ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡିରେ ସାମିଲ ହୋଇଛନ୍ତି । ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଧନୁର୍ଜୟ ସିଦ୍ଧୁ ବିଜେଡି ଦଳରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ

ଅପରାଜିତାଙ୍କୁ ଅଣ୍ଡାମାଡ ଘଟଣା : ନିନ୍ଦା କଲା ରାଜ୍ୟ ବିଜେପି

ସ୍ୱାଧିକାର ନ୍ୟୁଜ : ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ଅଣ୍ଡାମାଡ ଘଟଣାକୁ ରାଜ୍ୟ ବିଜେପି ନିନ୍ଦା କରିଛି । ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ ଡାକି ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ ମହିଳା କେତେ ଅସୁରକ୍ଷିତ ତାହା ଏହି ଘଟଣା ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି ।

ବିଜେପିରେ ମିଶିଲେ ଆଦିତି ସିଂହ

ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ହୋଇଛି। ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଏସ୍‌ପିକୁ ବଡ଼ ଝଟକା ଲାଗିଛି। ଆଜି କଂଗ୍ରେସରେ ରହି ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଅଦିତି ସିଂହ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ଅଦିତି ଏକଦା

ଆଜିଠୁ ଗ୍ୟାସ ଦର ବୃଦ୍ଧିକୁ ନେଇ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜିଠାରୁ ରାଜ୍ୟରେ ଶାସକ ବିଜେଡିର ତିନିଦିନିଆ ଆନ୍ଦୋଳନ । ଆଜି କଟକ ଆରଡିସି ଅଫିସ ଘେରିବ ବିଜେଡି ଛାତ୍ର, ଯୁବ ଓ ମହିଳା ସଂଗଠନ । କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନର ସବୁ ବ୍ଲକରେ ମଧ୍ୟ ଆନ୍ଦୋଳନ ହେବ । ଆସନ୍ତାକାଲି ସମ୍ବଲପୁର ଓ ୨୪ ତାରିଖରେ

ଗ୍ୟାସ ଦର ବୃଦ୍ଧିକୁ ନେଇ ଆସନ୍ତାକାଲିଠୁ ଗର୍ଜିବ ବିଜେଡି

ଭୁବନେଶ୍ୱର: ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଗ୍ୟାସ୍ ଦର । ଯାହାକି ସାଧାରଣ ଲୋକଙ୍କୁ ବେଶ ବାଧୁଛି । ଯାହାର ପ୍ରତିବାଦରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ ବିଜେଡି । ବିଫଳ ହୋଇଛି ଉଜ୍ଜ୍ୱଳା ଯୋଜନା । ଯୋଜନାର ସୁଫଳ ମିଳୁ ନାହିଁ । ଦରବୃଦ୍ଧି ଯୋଗୁଁ ରିଫିଲିଂ ନ

ଗ୍ୟାସ ରାଜନୀତି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଯେତିକି ପାଖଉଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଗ୍ୟାସ ସିଲିଣ୍ଡକୁ ନେଇ ଏବେ ଆରମ୍ଭ ହୋଇଛି ରାଜ୍ୟରେ ରାଜନୀତି । ଗ୍ୟାସ ସିଲିଣ୍ଡ ପିଛା ୪୦୦ ଟଙ୍କାର ସବସିଡି ଦେବା ଲାଗି ବିଜେଡି ଦାବି କରିଛି । ଏନେଇ କେନ୍ଦ୍ର ସରକାରଙ୍କ ବିରୋଧରେ

ବିଜେପିରେ ମିଶିଲେ ସଞ୍ଜୀବ ସାହୁ

ବିଜେପିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ । କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ସଞ୍ଜୀବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପରସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଠମଲ୍ଲିକରୁ ୨୦୦୯ ଏବଂ ୨୦୧୪

ପୁଣି ଆନ୍ଦୋଳନକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: ରନ୍ଧନ ଗ୍ୟାସ ଦରବୃଦ୍ଧି ବିରୁଦ୍ଧରେ ବିଜୁ ଜନତା ଦଳର ତିନି ଶାଖା ମହିଳା, ଛାତ୍ର ଓ ଯୁବ ସଂଗଠନ ଆନ୍ଦୋଳନକୁ ଓହ୍ଲାଇବେ । ରନ୍ଧନଗ୍ୟାସର ଅହେତୁକ ଦର ବୃଦ୍ଧି ଏବଂ ଉଜ୍ୱଳା ଯୋଜନାର ବିଫଳତା ନେଇ ଦଳ ରାଷ୍ଟ୍ରପତିଙ୍କ ଦୃଷ୍ଟି ଆକର୍ଷଣ କରିବ । ଦଳର ବରିଷ୍ଠ ନେତ୍ରୀ ପ୍ରମିଲା

ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ପରଲୋକ

ଭୁବନେଶ୍ୱର: ବାଲିକୁଦାର ପୂର୍ବତନ ବିଧାୟକ ବରିଷ୍ଠ ବିଜେଡି ନେତା ଉମେଶ ଚନ୍ଦ୍ର ସ୍ୱାଇଁ ଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରରେ ଆଜି ସକାଳୁ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବାଲିକୁଦା ବ୍ଲକ ମାଛଗାଁ ପଞ୍ଚାୟତ ମାଛଗାଁ ଗ୍ରାମର ଏକ

କଂଗ୍ରେସର ହରତାଳ ‘ଜୋକ୍‍’ରେ ପରିଣତ ହୋଇଛି: ବିଜେଡି

ଭୁବନେଶ୍ୱର: ଓଡିଶା କଂଗ୍ରେସର ଆଜିର ହରତାଳ ଏକ ଜୋକ୍‍ରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର ଏହି ହରତାଳ ୪.୫ କୋଟି ଲୋକଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର ।