Odia News Portal
Browsing Tag

bjd

ବିଜେଡ଼ିର ଗଡ଼ ନୟାଗଡ଼, ଜାଣନ୍ତୁ ରାଜନୀତିର ଭିତିରି କଥା

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳ ବିଜେଡ଼ି ନିଜର ଦବଦବା ଜାରି ରଖିଛି । ନବୀନଙ୍କ ଗୁଗଲୀ ଆଗରେ ବୋଲ୍ଡ ହେଉଛନ୍ତି ବିରୋଧୀ । ତେବେ ନୟାଗଡ଼ ଜିଲ୍ଲାରେ ବିଜେଡ଼ି ବାରମ୍ବାର ବିଜୟ ହୋଇ ଆସୁଛି । ଜିଲ୍ଲାର ୪ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜୟ ବାନା ଉଡ଼ାଇ ଆସୁଛି ବିଜେଡ଼ି । ନେତା ପରିବର୍ତ୍ତନ

ବିଜେପିକୁ ବାଏ ବାଏ, ବିଜେଡିରେ ବିଶ୍ୱ

ଭୁବନେଶ୍ୱର: କିଛିଦିନ ତଳେ ବିଜେପିକୁ ବାଏ ବାଏ କହିଥିବା ବିଶ୍ୱରଞ୍ଜନ ମଲ୍ଲିକ ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ଯାଜପୁର ଜିଲ୍ଲାରେ ବିଜେପିର ତୁଙ୍ଗ ନେତୃ ମଣ୍ଡଳୀ ଏବେ ବିଜେଡି ମୁହାଁ ହୋଇଛନ୍ତି । ବିଶ୍ୱଙ୍କ ସହ ତାଙ୍କର ଶତାଧିକ ସମର୍ଥକ ମଧ୍ୟ ବିଜେଡିରେ ସାମିଲ

ନବୀନ ବାବୁଙ୍କ ହାତ ମୁଠାକୁ ଆମେ ଟାଣ କରିବୁ: ପ୍ରଦୀପ ମାଝୀ

କୋରାପୁଟ: ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ । ଆଜି ପ୍ରେମସମିଟରେ ଏଭଳି ସୂଚନା ଦେଇଛନ୍ତି ପ୍ରଦୀପ । ଶକ୍ତି ପ୍ରଦର୍ଶନ କରିବା ସହ ତାଙ୍କ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବେ । ଅବିଭକ୍ତ କୋରାପୁଟ ଜିଲ୍ଲାର ଉନ୍ନତି ଲାଗି ସେ ବିଜେଡିରେ ସାମିଲ ହେବେ । ପ୍ରେସମିଟ ମାଧ୍ୟମରେ ସେ

କଂଗ୍ରେସ ଛାଡ଼ିଲେ, ବିଜେଡିରେ ମିଶିବେ

ଭୁବନେଶ୍ୱର: ଆଦିବାସୀ ନେତାଭାବେ ରାଜ୍ୟରେ ପରିଚିତ ଚେହେରା ତଥା କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିକଟରେ କଂଗ୍ରେସ ଛାଡ଼ିଛନ୍ତି । ତେବେ ସେ ଖୁବଶୀଘ୍ର ବିଜେଡିରେ ଯୋଗଦେବେ ବୋଲି ସୂଚନା ମିଳିଛି । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ସେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେବେ ବୋଲି

ବିଜେପି କାହିଁକି ସିବିଆଇ ତଦନ୍ତ ଦାବି କରୁଛି, ପ୍ରେସମିଟରେ ଉତ୍ତର ରଖିଲେ ପ୍ରମିଳା

ଭୁବନେଶ୍ୱର: ରାଜ୍ୟରେ ଯେବେ ବି ବଡ଼ ଘଟଣା ଘଟୁଛି ବିରୋଧୀମାନେ ସେତେବେଳେ ମନ୍ତ୍ରୀଙ୍କୁ ଛନ୍ଦୁଛନ୍ତି । ସେ ପରୀ ଘଟଣା ହେଉ ବା ମାହାଙ୍ଗା ଡବଲମର୍ଡର ହେଉ । ସବୁ ଘଟଣାରେ ବିଜେଡି ମନ୍ତ୍ରୀଙ୍କ ଉପରକୁ କାଦୁଅ ଫୋପାଡ଼ୁଛନ୍ତି ବିରୋଧୀ । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବୋଲାଉଥିବା ବିଜେପି ସବୁ

ବିଜେଡିରେ ଯୋଗଦେଲେ ପୂର୍ବତନ ବିଧାୟକ କୈଳାଶ ଚନ୍ଦ୍ର କୁଲେସିକା

ଭୁବନେଶ୍ୱର: ଭାଙ୍ଗୁଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଗଡ଼। ଆହୁରି ଶକ୍ତିଶାଳୀ ହେଉଛି ବେଜିଡି ଦଳ । ଚନ୍ଦ୍ର ଶେଖର ମାଝୀଙ୍କ ପରେ ଆଜି ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସ ନେତା କୈଳାସ ଚନ୍ଦ୍ର କୁଲେସିକା । ତାଙ୍କ ସମର୍ଥକମାନଙ୍କ ସହିତ ବିଜେଡ଼ି ଯୁବ କାର୍ଯ୍ଯାଳୟରେ ସାମିଲ

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡ଼ି

ଗଞ୍ଜାମ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସବୁରି ପ୍ରିୟ । ନିଆରା ଯୋଜନା ସାଙ୍ଗକୁ ସମସ୍ତଙ୍କ ଦୁଃଖ ବୁଝିବାରେ ସେ ହେଉଛନ୍ତି ମାହିର । ଯେଉଁ କାରଣରୁ ସବୁବେଳେ ସେ ପ୍ରଂଶସାର ପାତ୍ର ହୋଇଥାନ୍ତି । ରଙ୍ଗେଇଲୁଣ୍ଡା ବ୍ଳକ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ

ପିପିଲି ଜନାଦେଶ: ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଆଗରେ ବିଜେଡି

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ଆଜି ଚାଲିଛି ଭୋଟ ଗଣତି । ବିଜେପି ଏବଂ ବିଜେଡି ମଧ୍ୟରେ ଚାଲିଛି କଡା ଟକ୍କର । ତେବେ ତୃତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଆଗରେ ରହିଛି ବିଜେଡି । ୩ୟ ରାଉଣ୍ଡ ଶେଷ ସୁଦ୍ଧା ୫ହଜାର ୪୪ ଭୋଟରେ ଆଗରେ ରହିଛନ୍ତି ରୁଦ୍ର । ତେବେ ୩ୟ ଶେଷ ସୁଦ୍ଧା ବିଜେଡି

ଗାନ୍ଧୀ ଜୟନ୍ତୀ ଅବସରରେ ମାସେବ୍ୟାପି ସମାଜସେବା କରିବ ବିଜେଡି

ଭୁବନେଶ୍ୱର: ଆଜି ହେଉଛି ଜାତିର ପିତା ବାପୁଜୀଙ୍କ ଜୟନ୍ତୀ । ଏହି ଅବସରରେ ଦିଲ୍ଲୀରୁ ପଲ୍ଲୀ ସବୁଠି ହୋଇ ଉଠୁଛି ଉତ୍ସବ ମୁଖର । ବାପୁଙ୍କ ତ୍ୟାଗ ସବୁଦିନ ଲାଗି ଚିରସ୍ମରଣୀୟ ହୋଇ ରହିବ । ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟର ଶାସକ ଦଳ ବିଜେଡି ପକ୍ଷରୁ ନିଆଯାଇଛି ନିଆରା ପଦକ୍ଷେପ । ବାପୁ ଯେଭଳି

ବିଜେଡିରେ ମିଶିଲେ ବିଜେପି ନେତା

ଭୁବନେଶ୍ୱର:ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁଦୃଢ଼ ହେଉଛି ବିଜେଡି । ବଢ଼ୁଛି ବିଜେଡି ସୁପ୍ରିମୋଙ୍କ ଲୋକ ପ୍ରିୟତା । ବିରୋଧୀମାନେ ଦଳ ଛାଡ଼ି ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶୁଛନ୍ତି । ବିଜେପି ଛାଡ଼ି ଯାଜପୁର ଧର୍ମଶାଳା ବିଜେପିର ୧୨ ଜଣ ବିଜେଡିରେ ଯୋଗ ଦେଇଛନ୍ତି ।