Odia News Portal
Browsing Tag

bjp mla

ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଜେପି ବିଧାୟକ

ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଜେପି ବିଧାୟକ । ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ । ବିଜେପି ବିଧାୟକଙ୍କ ସହ ତାଙ୍କର ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଭୁବନେଶ୍ୱରରୁ ଗିରଫ କଲା ଦେବଗଡ଼ ପୋଲିସର ସ୍ୱତନ୍ତ୍ର ଟିମ୍ । ଦେବଗଡ଼ ଜିଲ୍ଲା ତିଳେଇବଣିରେ…

ତହସିଲଦାରଙ୍କୁ ହତ୍ୟା ଧମକ

ସମ୍ବଲପୁର: ନିର୍ବାଚନ ସମୟରେ ରକ୍ତ ମୁଖା ହେଉଛନ୍ତି ବିଜେପି ନେତା । ପୁଣି ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଦାଦାଗିରି । କାର୍ୟ୍ୟରତ ତହସିଲଦାରଙ୍କ ସହ ଯୁକ୍ତିତର୍କ ସହ ହତ୍ୟା ଧମକ । ସମ୍ବଲପୁର ଦୁର୍ଗାପାଲ୍ଲୀ କୁସୁମପଡାରେ ଅବୈଧ ନିର୍ମାଣ ଉଚ୍ଛେଦ ବେଳେ ତହସିଲଦାର ଏବଂ ବିଧାୟକଙ୍କ…

ବିଜେପି ବିଧାୟକ ଙ୍କୁ ଚାପୁଡା ମାରିଲେ କୃଷକ

ଲକ୍ଷ୍ନୌ: ମଞ୍ଚ ଉପରେ ବିଧାୟକଙ୍କୁ ଚାପୁଡା ମାରିଲେ କୃଷକ । ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା । ଉତ୍ତରପ୍ରଦେଶ ର ଏକ ଉତ୍ସବରେ ଉନ୍ନାଓର ବିଜେପି ବିଧାୟକ ପଙ୍କଜ ଗୁପ୍ତା ସଭାରେ ବସିଥିବାବେଳେ ତାଙ୍କ ସମ୍ମୁଖକୁ ଜଣେ କୃଷକ ଚାଲିଆସି ଚାପୁଡା ମାରିଥିଲେ । ଉତ୍ତରପ୍ରଦେଶରେ…