Odia News Portal
Browsing Tag

bjp

ପଦ୍ମ ଧରିଲେ ଜୀବନ ପ୍ରଦୀପ ଦାସ

ବାଲେଶ୍ୱର: ବିଜେପିରେ ଯୋଗଦେଲେ ଜୀବନ ପ୍ରଦୀପ ଦାସ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଉପସ୍ଥିତିରେ ଜୀବନ ପ୍ରଦୀପ ଦାସ ଆଜି ବିଜେପି ଦଳରେ ଯୋଗଦେଇଛନ୍ତି । ବାଲେଶ୍ୱର ଆତିଥ୍ୟ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ବିଜେପିରେ ମିଶିଛନ୍ତି । ଉପନିର୍ବାଚନ ସମୟରେ ଦଳବିରୋଧୀ

କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳା ପତାକା ପ୍ରଦର୍ଶନ | ନାଲକୋ ଛକରେ ଅହେତୁକ ତେଲ ଦର ବୃଦ୍ଧି ଓ କୃଷି ଆଇନ ପ୍ରତିବାଦରେ ଯୁବ କଂଗ୍ରେସ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ଯୁବ କଂଗ୍ରେସର ସଭାପତି ସ୍ମୃତି ରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସ

ରାଜନୈତିକ ହିଂସାକାଣ୍ଡ ତାଲିକା ଦେଲେ ସାଂସଦ

ଭୁବନେଶ୍ୱର: ରାଜ୍ୟ ପୁଲିସ ମୁଖିଆଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଗତ କିଛି ବର୍ଷ ଭିତରେ ୧୫ ଜଣ ବିଜେପି ନେତା ଓ କର୍ମୀଙ୍କୁ ହତ୍ୟା କରାଯାଇଥିବା ନେଇ ଚିଠିରେ ଅପରାଜିତା ଉଲ୍ଲେଖ କରିଛନ୍ତି। ସାଂସଦ ଚିଠିଲେ ଲେଖିଛନ୍ତି, “ଗତ ପଞ୍ଚାୟତ ନିର୍ବାଚନରେ

ଡିଜିପି ଅଫିସ ଘେରିଲା ବିଜେପି

କଟକ: ମାହାଙ୍ଗାର ଡବଲ ମର୍ଡର ମାମଲାକୁ ନେଇ ତେଜୁଛି ରାଜନୀତି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକୁ ଜୋରଦାର କରିଛି ବିଜେପି ଦଳ। ରାଜ୍ୟର ବିଭିନ୍ନ ଥାନା ଓ ଏସପି ଅଫିସ୍ ଆଗରେ ବିକ୍ଷୋଭ କରିବା ପରେ ଆଜି ଡିଜିପି ଅଫିସ୍ ଘେରାଉ କରିଛି ଦଳ। ସୂଚନା ଅନୁସାରେ,

୮ରେ ଡିଜି ଅଫିସ ଘେରାଉ କରିବ ବିଜେପି

ମାହାଙ୍ଗା : ବିଜେପି ନେତା କୁଳମଣି ବରାଳଙ୍କ ହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ଜୋରଦାର ପ୍ରତିବାଦ କରିବ ବିଜେପି । ଆସନ୍ତାକାଲି ଠାରୁ ବିଜେପି ଯୁବମୋର୍ଚ୍ଚା ନେତୃତ୍ୱରେ ଘେରାଉ କରାଯିବ ସମସ୍ତ ଥାନା । ୬ ତାରିଖରେ ସମସ୍ତ ଏସ୍‌ପି ଅଫିସ ଓ ୮ରେ ଡିଜି ଅଫିସ ଘେରାଉ କରିବ ବିଜେପି ଦଳ ।

ଅପରାଜିତା ଷଡଙ୍ଗୀ ହେଲେ ଶ୍ରେଷ୍ଠ ସାଂସଦ

ଭୁବନେଶ୍ୱର : ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହେଲେ ଅପରାଜିତା ଷଡଙ୍ଗୀ। ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସର୍ଭେ ପରେ ସେ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି ସାଂସଦ ଅପରାଜିତା । ତେବେ ଘୋଷଣା ପରେ ସାଂସଦ ଅପରାଜିତାଙ୍କ ନିକଟକୁ ବିଭିନ୍ନ

ପୋଲିସ ଓ ବିଜେପି ମହିଳା ମୋର୍ଚ୍ଚା ଧସ୍ତାଧସ୍ତି

ଭୁବନେଶ୍ୱର: ନୟାଗଡ ପରୀ ହତ୍ୟା ପ୍ରସଙ୍ଗରେ ଆଜି ମୁଖ୍ୟ ଶାସନ ସଚିବ ଓ ଗୃହ ସଚିବଙ୍କୁ ଭେଟିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଦସ୍ୟ । ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ସହ ୩ ଜଣ ସଦସ୍ୟଙ୍କୁ ଲୋକସେବା ଭବନ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ତେବେ

ୱାନ୍ ନେସନ୍ – ୱାନ ଇଲେକ୍ସନ୍ ସପକ୍ଷରେ ଅପରାଜିତା

ଦେଶରେ ୱାନ୍ ନେସନ୍ – ୱାନ ଇଲେକ୍ସନ୍ ପାଇଁ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ୱାନ୍ ନେସନ୍ ଓ ୱାନ୍ ଇଲେକ୍ସନ୍ ସମ୍ପର୍କରେ ରାଜ୍ୟରେ ଦଳର ଆଗଧାଡ଼ିର ନେତାମାନଙ୍କୁ ଅବଗତ କରିବା ନିମନ୍ତେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ଆଜି ଏକ

ଲେଖାଶ୍ରୀଙ୍କୁ ଏଲିନାଙ୍କ କଡ଼ା ଜବାବ

ଭୁବନେଶ୍ୱର: ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷାରେ ସ୍ଥାନ ସଂରକ୍ଷଣକୁ ନେଇ ବିଜେପି ଆପତ୍ତି ଉଠାଇବା ପରେ କାଉଣ୍ଟର ଆଟାକ କରିଛି ବିଜେଡି। ରାଜ୍ୟ ବିଜେପିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ଉଠାଇଥିବା ଅଭିଯୋଗ ଉପରେ