Odia News Portal
Browsing Tag

Bolangiri

ମମିତାଙ୍କ ପରିବାରକୁ ଭେଟିଲେ ନରସିଂହ ମିଶ୍ର

କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ ମହାଳିଙ୍ଗ ସନସାଇନ କଲେଜର ଶିକ୍ଷୟତ୍ରୀ ମମିତା ମେହେରଙ୍କ ମୃତଦେହର ଅବଶେଷ ଗତକାଲି ଗ୍ରାମର ଷ୍ଟାଡିୟମ ପରିସରରୁ ଉଦ୍ଧାର ହୋଇଛି, ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି, ଆଜି ବରିଷ୍ଠ କଂଗ୍ରେସ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ମମତାଙ୍କ…

ଆସନ୍ତାକାଲି ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ଆସନ୍ତାକାଲି ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେପି । ମହାଲିଙ୍ଗ ମିଷ୍ଟ୍ରି ଘଟଣାକୁ ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ ଆଜି  ମମିତା ମର୍ଡର ମିଷ୍ଟ୍ରି ଘଟଣାରେ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ଡ଼ାକରା ଦିଆଯାଇଛି ।…

ଗୋବିନ୍ଦକୁ ୫ ଦିନିଆ ରିମାଣ୍ଡରେ ନେବ ବଙ୍ଗୋମୁଣ୍ଡା ପୋଲିସ୍

ବଲାଙ୍ଗୀର: ମମିତା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକ ୫ ଦିନିଆ ରିମାଣ୍ଡରେ ନେବ ବଙ୍ଗୋମୁଣ୍ଡା ପୋଲିସ । ଆଜି କୋର୍ଟ ଏହି ଅନୁମତି ଦେଇଛନ୍ତି । ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ମର୍ଡର ମିଷ୍ଟ୍ରିର ହେଲା ଖୁଲାସା । ଗୋବିନ୍ଦ ସାହୁ ହିଁ ହତ୍ୟାକାରୀ ।…

କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସପେଣ୍ଡ

ବଲାଙ୍ଗୀର : ପୋଲିସ ବ୍ୟାରେକ୍‌ରୁ ସ୍କୁଲ୍ ସଭାପତି ଚମ୍ପଟ ମାରିବା ଘଟଣା । ଦାୟିତ୍ୱରେ ଥିବା ୩ ପୋଲିସ କର୍ମଚାରୀ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । କର୍ତ୍ତବ୍ୟରେ ଅବହେଳା ପାଇଁ ୩ଜଣଙ୍କୁ ସସ୍‌ପେଣ୍ଡ କଲେ ଏସ୍‌ପି । ସ୍କୁଲ୍ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଚମ୍ପଟ ମାରିଛନ୍ତି ।…

ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

ବଲାଙ୍ଗୀର: ସ୍ୱାମୀ ହେଉଛି ସ୍ତ୍ରୀର ରକ୍ଷା କବଚ । ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲେ । ହେଲେ ଗୋଟିଏ ଜନ୍ମ ଅଧା ହୋଇନି ସ୍ତ୍ରୀ ହାତ ଛାଡ଼ିଛି ସ୍ୱାମୀ । ଅତି ନିର୍ମମ ଭାବେ ହାଣି ପାକଇଛି । ପାରିବାରିକ କଳହର କରୁଣ ପରିଣତି । ସୈତାନ ସ୍ୱାମୀର…

ବଲାଙ୍ଗୀର ପୋଲିସକୁ ବଡ଼ ସଫଳତା

ବଲାଙ୍ଗିର: ବଲାଙ୍ଗିର ସଦର ପୁଲିସକୁ ବଡ଼ ସଫଳତା ମିଳିଛି । ଚୋରି, ଡକାୟତି, ଗାଡ଼ି ଡିକି ଭାଙ୍ଗି ଲୁଟ୍ ଭଳି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଚୋରଙ୍କୁ ଗିରଫ କରିଛି ବଲାଙ୍ଗିର ସଦର ପୁଲିସ । ଏନେଇ ସଦର ଏସଡିପିଓ ତୋଫାନ ବାଗ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା୩…

ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଲାଇଭ ଇନ ହ୍ୟାଣ୍ଡ ଟ୍ରେନିଂ ପୋଗ୍ରାମ ଅନୁଷ୍ଠିତ

ବଲାଙ୍ଗୀର: ଆଜି ବଲାଙ୍ଗୀର ସିଭିଲ କୋର୍ଟ ପରିସରରେ ଏକ " ଲାଇଭ ଇନ ହାଣ୍ଡ୍ସ ଟ୍ରେନିଂ ପ୍ରୋଗ୍ରାମ " ବଲାଙ୍ଗୀର ,ସୋନପୁର ଓ ବୌଦ୍ଧ ଜିଲ୍ଲାମାନଙ୍କର ଆଇନଜୀବୀଙ୍କ ପାଇଁ ଆୟୋଜନ କରାଯାଇଛି . ଏହି ଟ୍ରେନିଂ ପ୍ରୋଗ୍ରାମଟି ବିଶେଷ କରି ମାନ୍ୟବର ଉଚ୍ଚତ୍ତମ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ…

ସନ୍ଦେହ ଘେରରେ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଛାତ୍ରୀ ନିବାସରେ ଅଘଟଣ। ବିଳମ୍ବିତ ରାତିରେ କଲେଜ ଛାତ୍ରୀ ନିବାସରେ ଡାକ୍ତରୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣକ ହେଲେ ୨୦ ବର୍ଷିୟ ନିରୂପମା ନନ୍ଦ। ସେ…

ସମବାୟ ସମିତି ସମ୍ପାଦକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଚାଷୀଙ୍କ ପାସବୁକ ରଖି ଲକ୍ଷାଧିକ ଟଙ୍କା ହଡ଼ପ

ବଲାଙ୍ଗୀର: ଗୋଟିଏ ପଟେ ମରୁଡି ଆଶଙ୍କା, ଅନ୍ୟପଟେ ଋଣ ଚିନ୍ତା । ତେବେ ବଲାଙ୍ଗୀରରେ ପ୍ୟାକ୍ସ ସମ୍ପାଦକ ଓ କର୍ମଚାରୀଙ୍କ କଳା କରନାମା ଚାଷୀଙ୍କୁ ତଳି ତଳାନ୍ତ କରିଦେଇଥିବା ଅନେକ ନଜିର ରହିଛି । ଚାଷୀଙ୍କ ଅଜାଣତରେ ସେମାନଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଋଣ ହୋଇଛି । ବଲାଙ୍ଗୀର ଜିଲ୍ଲା…

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଲେ କର୍କଟ ରୋଗୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଧନ୍ୟବାଦ

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା । ଆମ ପ୍ରିୟ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟକ୍ଷେତ୍ରରେ ନେଇଥିବା ଯୁଗାନ୍ତକାରୀ ପଦକ୍ଷେପ ଲାଗି ଅନେକ ରୋଗୀଙ୍କୁ ମିଳୁଛି ନୂଆ ଜୀବନ ଆଉ ବଞ୍ଚିବାର ରାହା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ମାଧ୍ୟମରେ ଅନେକ ରୋଗୀଙ୍କୁ…