Odia News Portal
Browsing Tag

cancer

ଆଜି ଜାତୀୟ କ୍ୟାନସର ସଚେତନତା ଦିବସ

ଭୁବନେଶ୍ୱର: ଆଜି ନଭେମ୍ବର ୭। ଜାତୀୟ କ୍ୟାନସର ସଚେତନତା ଦିବସ । ବରଗଡଠାରେ କ୍ୟାନସର ରୋଗକୁ ରୋକ୍‌ ଲଗାଇବା ପାଇଁ ଚାଲିଛି ସଚେତନତା କାର୍ଯ୍ୟକ୍ରମ । ବରଗଡ ଜିଲ୍ଲାର ଖେଦାପାଲି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ନିକଟରେ ପୂର୍ଣ୍ଣାଙ୍ଗ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ୯୦ କୋଟି ଟଙ୍କାରୁ ଅଧିକ…

କ୍ୟାନ୍ସରକୁ ମାତ ଦେଲେ ବଲିଉଡ ଅଭିନେତା

ବଲିଉଡର ପ୍ରସିଦ୍ଧ ଅଭିନେତା ମହେଶ ମାଞ୍ଜରେକର କିଛି ମାସ ତଳେ କ୍ୟାନ୍ସର ପୀଡିତ ଥିବା ନେଇ ଏକ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ଦୁଇଟି ସର୍ଜରୀ କରାଯିବା ପରେ ସେ କ୍ୟାନ୍ସର ମୁକ୍ତ ଥିବା ନେଇ ଏକ ଖବର ପ୍ରକାଶ ପାଇଛି । ପ୍ରକୃତରେ କ୍ୟାନ୍ସର ହୋଇଥିବା ନେଇ ଦୁଇ ମାସ ତଳେ କରାଯାଇଥିବା ଏକ…