Odia News Portal
Browsing Tag

checking in weekend shutdown

ଆକ୍ସନ ମୋଡରେ ପୋଲିସ୍: ବାଧ୍ୟତାମୂଳକ ହେଲା ଅନୁମତି ପତ୍ର

ଭୁବନେଶ୍ବର: ଅମନିଆଙ୍କୁ ନାହିଁ ନିସ୍ତାର । ରାଜ୍ୟରେ ସଂକ୍ରମଣ ରୋକିବା ପାଇଁ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଥିବା ସମୟରେ କେବଳ ଜରୁରୀ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯାଇଛି । ତେବେ ଏହି ସମୟରେ କିଛି ଅମାନିଆ ନିୟମ ନ ମାନି ବୁଲା ବୁଲି କରୁଥିବା ଖବର ଆସିବା ପରେ…

ଟ୍ୱିନସିଟିରେ ୬୮ ପଏଣ୍ଟରେ କଡ଼ା ଚେକିଂ

ଭୁବନେଶ୍ୱର: ନାଇଟ କର୍ଫ୍ୟୁ ଓ ସଟଡାଉନ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା | କଟକରେ ୨୫ ଜାଗାରେ ଭୁବନେଶ୍ୱରରେ ୪୩ ଜାଗାରେ ନାକାବନ୍ଦୀ କରାଯିବ | ସିଲଭର ସିଟି କଟକରେ ୧୨ପ୍ଲାଟୁନ ଫୋର୍ସ ଓ ୧୦୦ ଅଫିସର ନିୟୋଜିତ ହେବେ| ସେହିଭଳି ରାଜଧାନୀ ଭୁବନେଶ୍ୱରରେ ୨୦ ପ୍ଲାଟୁନ…