Odia News Portal
Browsing Tag

Cmc

ଆସିଲା ଛଟ୍ ପୂଜା ପାଇଁ ସିଏମସିରେ ଗାଇଡଲାଇନ୍

କଟକ: ବିହାର ଲୋକଙ୍କ ପ୍ରସିଦ୍ଧ ପର୍ବ ଛଟ୍ ପାଇଁ ଗାଇଡଲାଇନ ଜାରି କରିଛି କଟକ ମହାନଗର ନିଗମ । କୋଭିଡ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଛଟ୍ ପୂଜା ପାଇଁ କଟକଣା ଜାରି କରାଯାଇଛି । ପୂଜା ବେଳେ ନଦୀ ଶଯ୍ୟାରେ ଏକାଠି ନ ହେବାକୁ ବାରଣ କରିଛି ସିଏମସି । ଛଟ୍ ପୂଜା ପାଇଁ କଟକର ବିଭିନ୍ନ ନଦୀଶଯ୍ୟାରେ…

ସିଏମ୍‍ସି ଘାଣ୍ଟୁଛି, ବିଏମ୍‍ସି ଶୋଇଛି

ଭୁବନେଶ୍ୱର : କଟକ ମହାନଗର ନିଗମ (ସିଏମ୍‍ସି) ଏବେ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଘାଣ୍ଟୁ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କିନ୍ତୁ ଏ ବାବଦରେ ନିଘୋଡ ନିଦରେ ଶୋଇଛି । ସ୍ମାର୍ଟସିଟିର ରାସ୍ତାଘାଟ ଠାରୁ ଆରମ୍ଭ କରି ଅଧିକାଂଶ ଛୋଟ ବଡ ହୋଟେଲରେ…

କଟକ କେଏଫସିରେ ସିଏମସିର ଚଢାଉ

କେଏଫସିରେ ସିଏମସି ଖାଦ୍ୟ ସୁରକ୍ଷା ସ୍କ୍ୱାଡର ଚଢାଉ । କଟକ ବାଦାମବାଡିରେ ଥିବା କେଏଏଫସି ରେଷ୍ଟୁରାଂଟରେ ଚଢାଉ କରିଛି ଖାଦ୍ୟ ସୁରକ୍ଷା ଟିମ୍ । କେଏଫସି ନିମ୍ନମାନର ଖାଦ୍ୟ ପ୍ରସ୍ତୁତ କରୁଥିବା ଅଭିଯୋଗ ରହିଥିବା ବେଳେ ଖାଦ୍ୟ ସୁରକ୍ଷା ଟିମ୍ ଚଢାଉ କରି କିଛି ଖାଦ୍ୟ ଜବତ କରିଛି ।…

ସିଏମସିକୁ ୧୦ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ୍ ପରିଚାଳନା ପାଇଁ କଟକ ମୁନିସିପାଲଟି କର୍ପୋରେସନକୁ ୧୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ । ତେବେ ସିଲଭର ସିଟିରେ ବଢୁଥିବା ସଂକ୍ରମଣକୁ ନଜରରେ ରଖି କିଛି ଏହିଭଳି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ସହାୟତା…

କଟକରେ ୪୬.୩୯% ଲୋକଙ୍କ ଦେହରେ ଆଣ୍ଟିବଡି

କଟକ() କଟକରେ ହୋଇଥିବା ସିରୋ ସର୍ଭେର ରିପୋର୍ଟ ଆସି ସାରିଛି । ଏନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇ କହିଛନ୍ତି ଯେ, ‘କଟକରେ ୪୬.୩୯% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହୋଇଛି । ୨ରୁ ୫ ନଭେମ୍ବର ଯାଏଁ କଟକରେ ସିରୋ ସର୍ଭେ ହୋଇଥିଲା । ସର୍ଭେ ପାଇଁ ୨,୨୭୪ ନମୁନା ନିଆଯାଇଥିଲା ।…

ସିଏମସିରୁ ୫ ପଜିଟିଭ

ଭୁବନେଶ୍ୱର() ଆଜି ଚିହ୍ନଟ ୫୭୧ ଜଣଙ୍କ ମଧ୍ୟରୁ କଟକ ଜିଲ୍ଲାରେ ୨୯ ଜଣ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ନୂଆ ୨୯ ଜଣଙ୍କ ମଧ୍ୟରୁ ସିଏମସି ଅଧୀନରେ ୫ ଜଣ ଚିହ୍ନଟ ହୋଇଛନ୍ତି । ଟାଙ୍ଗୀରୁ ଜଣେ ଚିହ୍ନଟ ହୋଇଥିବାବେଳେ ସଦର ଜଣେ, ବାଙ୍କୀ ୧୨ ଓ ବଡ଼ମ୍ବାରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା…

ହୋଟେଲରେ ପେଡ କ୍ୱାରେଣ୍ଟିନ ବ୍ୟବସ୍ଥା କରାଯାଇଛି

ଭୁବନେଶ୍ୱର()  କରୋନା ନେଇ ସଚେତନ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ସିଏମସି ପକ୍ଷରୁ ୧୦ଟି ରାପିଡ ରେସ୍ପନ୍ସ ଟିମ୍ ଗଠିତ ହୋଇଛି । କଟକରେ ୧୦ ହଜାର ବୟସ୍କ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିଛି ପୋଲିସ । କଟକ ବସ୍ତି ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଗଠନ କରିଛି ସିଏମସି । ବସ୍ତି…