Odia News Portal
Browsing Tag

colours

ମିଛ ଉପରୁ ଉଟିଲା ପରଦା

ବିଗ୍ ବସ୍ ୧୫’ର ଦର୍ଶକ ସେତେବେଳେ ଆଶ୍ଚର୍ୟ୍ୟ ହୋଇ ଯାଇଥିଲେ, ଯେତେବେଳେ ରାକ୍ଷୀ ସାଓ୍ଵନ୍ତ ନିଜ ସ୍ୱାମୀ ରିତେଶଙ୍କ ସହିତ ଶୋ’ରେ ଏଣ୍ଟ୍ରି କରିଥିଲେ। ୨୦୧୯ରେ ବିବାହ କରିଥିବା ରାକ୍ଷୀଙ୍କ ସ୍ୱାମୀଙ୍କୁ ଆଜି ପର୍ୟ୍ୟନ୍ତ କେହି ବି ଦେଖି ନ ଥିଲେ, ଏପରି କି, ତାଙ୍କର କୌଣସି ବି ଫଟୋ…

ସମିତାଙ୍କୁ ପ୍ରପୋଜ କଲେ ରାଖୀଙ୍କ ସ୍ୱାମୀ

ଦୀର୍ଘ ଦିନର ଅପେକ୍ଷା ପରେ ସାମ୍ନାକୁ ଆସିଲେ ରାଖୀଙ୍କ ସ୍ୱାମୀ । ନିଜ ପତ୍ନୀ ରାଖୀଙ୍କୁ ଛାଡି ଶିଳ୍ପା ଶେଟ୍ଟୀଙ୍କ ଭଉଣୀ ସମିତାଙ୍କୁ ପ୍ରପୋଜ କରିଛନ୍ତି । ସମସ୍ତଙ୍କ ସାମ୍ନାରେ ରାଖୀଙ୍କ ସ୍ୱାମୀ ସମିତାଙ୍କୁ ପ୍ରପୋଜ କରିଛନ୍ତି । ଏହି ଘଟଣାକୁ ଦେଖି ରାଖୀ ରାଗିକି ପୂରା ଲଙ୍କା । ଯେଉଁ…

ଦୁର୍ଘଟଣାର ଶୀକାର ହେଲେ ଅର୍ଶୀ ଖାନ୍

ବିଗ୍ ବସ୍ ଫେମ୍ ଅର୍ଶୀ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏକ କାର ଦୁର୍ଘଟଣାରେ ଅଭିନେତ୍ରୀ ଗୁରୁତର ଆହତ ହୋଇଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୋମବାର ଦିନ ଦିଲ୍ଲୀର ମାଲଭିଆ ନଗର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। …

ବିଗବସ ହାଉସକୁ ଆଉ ଆସିବେ କି ନାହିଁ ସମିତା ସେଟ୍ଟୀ

‘ବିଗ୍ ବସ୍ ୧୫’ର ସୋମବାର ଏପିସୋଡରେ ଶମିତା ଶେଟ୍ଟୀଙ୍କୁ ଅସୁସ୍ଥତା ହେତୁ ଘରୁ ବାହାର କରି ଦିଆଯାଇଥିଲା। କିଛି ଦିନ ଧରି ଶମିତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିଲା। ଏହା ପୂର୍ବରୁ କୁହାଯାଇଥିଲା ଯେ ଶମିତା ୧-୨ ଦିନରେ ଶୋ’କୁ ଫେରି ଆସିବେ କିନ୍ତୁ ସେ ଏପର୍ଯ୍ୟନ୍ତ ବାହାରେ ଅଛନ୍ତି। ଶମିତା…