Odia News Portal
Browsing Tag

corona third phase

କରୋନାର ତୃତୀୟ ଲହର ଭୟଙ୍କର ନୁହଁ ଆଇସିଏମଆରଙ୍କ ସୂଚନା

କରୋନା ମହାମାରୀରେ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ସେତେଟା ଭୟାବହ ଭୟଙ୍କର ହେବନି । ତୃତୀୟ ଲହରରେ ଗୁରୁତର ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରର ଅବଧି ମଧ୍ୟ କମ ରହିବ । ୩ ମାସ ମଧ୍ୟରେ ତୃତୀୟ ଲହର ପ୍ରଭାବ କମିଯିବ । …

ରାଜ୍ୟରେ ତୃତୀୟ ଲହର ନିମନ୍ତେ ସରକାରଙ୍କ ସତର୍କତା

ଦିନକୁ ଦିନ ବଢିଚାଲିଛି ଓମିକ୍ରନ ଆକ୍ରନ୍ତ ଙ୍କ ସଂଖ୍ୟା ବିଶେଷଜ୍ଞଙ୍କମାନଙ୍କ କହିବା ଅନୁସାରେ ଏହା ତୃତୀୟ ଲହର ସୃଷ୍ଟି କରିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡିସେମ୍ବର ୩୧ ରୁ ଜାନୁୟାରୀ ୨ ପର୍ୟ୍ୟନ୍ତ ସମସ୍ତ ସର୍ବସାଧାରଣ ସ୍ଥଳକୁ ସମ୍ପୂର୍ଣ୍ଣ ବନ୍ଦ ରଖିବାକୁ ନିଷ୍ପତ୍ତି…

ସାବଧାନ ଭାରତରେ ଆସୁଛି କରୋନାର ତୃତୀୟ ଲହର

ଦେଶରେ ପ୍ରତିଦିନ କରୋନାର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ଏହାକୁ ନଜରରେ ରଖି ନ୍ୟାଶନାଲ କୋଭିଡ-୧୯ ସୁପରମଡେଲ କମିଟି ଶନିବାର ଭବିଷ୍ୟବାଣୀ କରିଛି। ଏହା କହିଛି ଯେ ଭାରତରେ ଫେବୃଆରୀ ସୁଦ୍ଧା ତୃତୀୟ ଲହରୀ ଆସିବାର ସମ୍ଭାବନା ରହିଛି। ନ୍ୟାଶନାଲ କୋଭିଡ-୧୯ ସୁପରମଡେଲ କମିଟି ମୁଖ୍ୟ ଏହା…

ତୃତୀୟ ଲହରୀ ମୁକାବିଲା ପାଇଁ ଆମେ ପ୍ରସ୍ତୁତ କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଜନସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି କି ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁଁ ଆମେ ପ୍ରସ୍ତୁତ ରହିଛୁ। ବ୍ରିଟେନରେ ଯେମିତି ସଂକ୍ରମଣ ବଢ଼ୁଛି, ତୃତୀୟ ଲହର ସମ୍ଭାବନା ନିଶ୍ଚିତ। ଯାହା ସରକାରଙ୍କର ନିୟମାବଳୀ ରହିଛି, ଆନ୍ତର୍ଜାତିକ ଯାତ୍ରୀଙ୍କର…