Odia News Portal
Browsing Tag

corona

୨୪ ଘଣ୍ଟାରେ ଭୁବନେଶ୍ୱରରୁ ଚିହ୍ନଟ ହେଲେ ୬୬୧ ନୂଆ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ତେବେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରତିଦିନ ସର୍ବାଧିକ ରୋଗୀ ଚିହ୍ନଟ ହେଉଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରରୁ ମୁଖ୍ୟତଃ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ମହାନଗର ନୀଗମରେ ୬୬୧ ନୁଆ ସଂକ୍ରମିତ ଚିହ୍ନଟ

ସ୍ୱାମୀଙ୍କ ଚିକିତ୍ସା ଲାଗି ସହଯୋଗ ମାଗିଲେ ସ୍ତ୍ରୀ

ଭୁବନେଶ୍ୱର: ମାସେ ହେବ ହୋଇଥିଲା ବାହାଘର । ଏବେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅଛନ୍ତି ସ୍ୱାମୀ । ଆର୍ଥିକ ସହାୟତା ଲେଢ଼ିଲେ ସ୍ତ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ୩୦ ବର୍ଷୀୟ ଯୁବକ ଅଭିଶେକ ମହାପାତ୍ର । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ

କଏଦୀଙ୍କୁ ଘାରିଲାଣି କରୋନା ଭୟ

ରାୟଗଡ଼ା: କାୟା ମେଲାଉଛି କରୋନା । ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ତେବେ ଜେଲରେ ରହିଥିବା କଏଦୀଙ୍କୁ ମଧ୍ୟ କରୋନା ଭୟ ଘାରିଛି । ରାୟଗଡା ଜିଲ୍ଲାର ଗୁଣୁପୁର ସବ୍‌-ଜେଲରେ ୭୦ ଜଣ କଏଦୀ ଓ ପାଞ୍ଚ ଜଣ ଜେଲ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜେଲ ସୁପରିଟେଣ୍ଡେଣ୍ଟ

କରୋନାରେ ଚାଲିଗଲେ ବାପା ମା, ଏବେ ଝିଅ ଆକ୍ରାନ୍ତ ହୋଇ ଖୋଜୁଛି ରାହା

କଟକ: କରୋନାରେ ଆଗ ଚାଲିଗଲେ ବାପା । ଗତ ଶୁକ୍ରବାର ମାଙ୍କର ହୋଇଛି ପରଲୋକ । ପରିବାରର ଦୁଇଜଣଙ୍କ ହରାଇ ଏବେ ଦୁଃଖରେ ରହିଥିବା ଝିଅକୁ ମଧ୍ୟ ଗ୍ରାସ କରିଛି କରୋନା । ମହାମାରୀରେ ଆକ୍ରାନ୍ତ ହୋଇଥିବା ଝିଅ ରହିଛି କୋଭିଡ୍ ଯତ୍ନ କେନ୍ଦ୍ରରେ । ସ୍ୱର୍ଗତ ନାରାୟଣ ବିଶ୍ୱାଳ ଓ ସ୍ୱର୍ଗତ

ରାମରହିମଙ୍କ ଯତ୍ନନେବେ ହନିପ୍ରୀତ

ଚଣ୍ଡିଗଡ଼: କରୋନାରେ ଆକ୍ରାନ୍ତ ହୋଇ ରୋହତକର ମେଦାନ୍ତ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି ଡେରା ସୌଚ୍ଚ ବାବା ରାମ୍ ରହିମ । ବାବାଙ୍କ ଧରମ ଝିଅ ତଥା ନିକଟତମ ହନିପ୍ରୀତ ତାଙ୍କ ଯତ୍ନ ନେଉଛନ୍ତି । ତେବେ ସେ ତାଙ୍କର ଆଟେଣ୍ଡାନ୍ସ ଭାବେ ହସ୍ପିଟାଲରେ ପଞ୍ଜିକରଣ କରିଛନ୍ତି । ଏକ ଆଟେନଣ୍ଡାନ୍ସ

ନୂଆପଡ଼ା ବିଧାୟକ କରୋନା ସଂକ୍ରମିତ

ନୂଆପଡ଼ା: କରୋନାରେ ଆକ୍ରାନ୍ତ ହେଲେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢ଼ୋଲିକିଆ । କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ଚିକିତ୍ସା ପାଇଁ ରାୟପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି। ବିଧାୟକ ଶ୍ରୀ ଢୋଲକିଆ ରବିବାର

ତଳମୁହାଁ କରୋନା ମିଟର, ଆଜି ୫୮୯୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭାଙ୍ଗଛି କରୋନାର ଚେନ୍ । ଆଜି ୬ହହଜାର ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୮୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୩୩୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୫୬୪ଜଣ ପଜିଟିଭ

ଦେଶରେ ଦିନକରେ ୨୪୨୭ ମୁଣ୍ଡ ନେଲା କରୋନା

ନୂଆଦିଲ୍ଲୀ: କରୋନାରେ ପ୍ରତ୍ୟେକଦିନ ଗଢ଼ୁଛି ଅନେକଙ୍କ ମୁଣ୍ଡ । ଗତ ୨୪ ଘଣ୍ଟାରେ ୨୪୨୭ ମୁଣ୍ଡ ନେଇଛି ମହାମାରୀ କରୋନା । ସେପଟେ ଦେଶରେ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧ଲକ୍ଷ ୬୩୬। ମୃତ୍ୟୁ ବରଣ କରିଛନ୍ତି ୨ହଜାର ୪୨୭। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ୨କୋଟି ୮୯ଲକ୍ଷ ୯ହଜାର ୯୭୫ରେ

ଭିଜିଲାନ୍ସ ନିର୍ଦ୍ଦେଶକ କରୋନାରେ ଗୁରୁତର

କଟକ: ଭିଜିଲାନ୍ସ ନିର୍ଦ୍ଦେଶକ ଡା. ଦେବାଶିଷ ପାଣିଗ୍ରାହୀ କରୋନାରେ ଗୁରୁତର ହୋଇଛନ୍ତି । ତାଙ୍କୁ ହାଇଦ୍ରାବାଦ ହାଇଦ୍ରାବାଦ ପଠାଯିବା ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି । କରୋନାରେ ଆକ୍ରାନ୍ତ ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ଅବସ୍ଥା ଗୁରୁତର ହେବାରୁ

ଆଜି କଟକରୁ ସର୍ବାଧିକ ୬୪୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଖୋର୍ଦ୍ଧାକୁ ଅତିକ୍ରମ କରିଛି କଟକ । ଆଜି କଟକରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ କିଛିଦିନ ହେବ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ତେବେ ଆଜି କଟକରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା