Odia News Portal
Browsing Tag

COVID-19

ସପ୍ତାହେ ଭିତରେ ୪୧ ପ୍ରତିଶତ ବଢ଼ିଲାଣି କରୋନା ରୋଗୀଙ୍କ ସଂଖ୍ୟା

ଭାରତରେ କରୋନା ସଂକ୍ରମଣ ଲଗାତାର ବଢ଼ିବାରେ ଲାଗିଛି। ଗତ ସପ୍ତାହ ତୁଳନାରେ ଚଳିତ ସପ୍ତାହରେ କରୋନା ମାମଲା ୪୧ ପ୍ରତିଶତ ବୃଦ୍ଧି ପାଇଛି। ଏପ୍ରିଲ ୨୫ରୁ ମେ’ ୧ ମଧ୍ୟରେ ଭାରତରେ କରୋନାର ମୋଟ୍‌ ୨୨,୨୦୦ଟି ନୂଆ ମାମଲା ସାମ୍ନାକୁ ଆସିଛି। ପ୍ରକାଶ ଯେ ପୂର୍ବ ସପ୍ତାହରେ ଏହି ହାର ପାଖାପାଖି…

ରାଜ୍ୟରେ ମାସକ ପରେ ବଢିବ ସଙ୍କ୍ରମଣ

ଦେଶରେ କରୋନା ସଙ୍କ୍ରମଣ ଉପରମୁହାଁ । ତିନି ହଜାର ଉପରେ ଦୈନିକ ସଙ୍କ୍ରମଣ । ଗତ ୨୪ ଘଣ୍ଟାରେ ୩୩୦୩ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ୧୨ ଦଶମିକ ୮ ପ୍ରତିଶତ ଅଧିକ । ୩୯ ଜଣ ସଙ୍କ୍ରମଣରେ ପ୍ରାଣ ହରାଇଛନ୍ତି ।ସେପଟେ ଆସନ୍ତା ୩ରୁ ୪ ସପ୍ତାହ ଭିତରେ ଅର୍ଥାତ୍ ମାସକ ପରେ ରାଜ୍ୟରେ…

ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର

ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବନ୍ଦ ହେବାକୁ ଯାଉଛି କୋଭିଡ କେୟାର ସେଣ୍ଟର । ଭୁବନେଶ୍ୱରରେ ବନ୍ଦ ହେବ ସମସ୍ତ କୋଭିଡ କେୟାର ସେଣ୍ଟର । କରୋନା ସ୍ଥିତିରେ ସୁଦ୍ଧାର ଆସୁଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି ।…

କୋଭିଡ କଟକଣା ଭିତରେ ହେବ ମହାଶିବରାତ୍ରି

ଚଳିତବର୍ଷ ବି କୋଭିଡ କଟକଣା ଭିତରେ ପାଳନ ହେବ ଲିଙ୍ଗରାଜଙ୍କ ଜାଗର ଯାତ୍ରା । ତେବେ ଭକ୍ତଙ୍କ ମନ୍ଦିର ପ୍ରବେଶ ନେଇ ପରବର୍ତ୍ତୀ ଆଲୋଚନାରେ ନିଷ୍ପତ୍ତି ନିଆଯିବ । ଏବଂ ମହାଦୀପ ରାତି ୧୦ଟା ରେ ଉଠିବା ଲାଗି ସମୟ ଧାର୍ଯ୍ୟ ହୋଇଛି । ଲିଙ୍ଗରାଜ ଟ୍ରଷ୍ଟ ବୋର୍ଡର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି…

ରାଜ୍ୟରେ କମୁଛି କୋଭିଡ ସଂକ୍ରମଣ

ଓଡିଶାରେ ହ୍ରାସ ପାଉଛି କୋଭିଡ ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୨ ହଜାର ୬୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୦୮୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି…

ରାଜ୍ୟରେ କମୁଛି କରୋନା ସଂକ୍ରମଣ

କରୋନା ସଂକ୍ରମଣ ତଳ ଉପର ହେଉଛି । ଏବେର ଯେଉଁ ଟ୍ରେଣ୍ଡ ରହିଛି, ସଂକ୍ରମଣ କମୁଛି । ମୃତ୍ୟୁସଂଖ୍ୟା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ବର୍ତ୍ତମାନ ଡେଲଟାର ଉପସ୍ଥିତି ରହିଛି । ସେହି କାରଣରୁ ମୃତ୍ୟୁ ହେଉଛି । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।…

ଓଡିଶାରେ ଗତ ୨୪ ଘଣ୍ଟାରେ ୩୩୨୯ କରୋନା ଆକ୍ରାନ୍ତ ଚିହ୍ନଟ

ଓଡିଶାରେ ଗତ ୫ ଦିନ ହେଲା ୫ହଜାର ତଳେ ରହୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩ ହଜାର ୩୨୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୬୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୪୭ ହଜାର ୨୧୦। ତେବେ ଗତ ୨୪ ଘଣ୍ଟାରେ ଓଡିଶାରେ ୧୮ ଆକ୍ରାନ୍ତଙ୍କ…

ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି କମିବାରେ ଲାଗିଛି

ଓଡିଶାରେ କମି କମି ଯାଉଛି କରୋନା ସଂକ୍ରମଣ । କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ସଂକ୍ରମଣ ରାଜ୍ୟରେ କମିବାରେ ଲାଗିଛି । ରାଜ୍ୟରେ କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ରାଜ୍ୟରେ…

ଦେଶରେ ବଢୁଛି କରୋନା ସଂକ୍ରମଣ

ସାରା ଦେଶରେ କରୋନାର ଡର ।ଆଜି ଦେଶରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୬ ହଜାର ୩୮୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୫୭୩ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୯.୫୯…

ରାଜ୍ୟରେ କମି କମି ଯାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ କମିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତକାଲି ୭ ହଜାର ୪୨୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଓଡିଶାରେ ୫ ହଜାର ୯୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩ ହଜାର ୪୧୯ ଜଣ ଚିହ୍ନଟ…