ରାଜ୍ୟରେ କମୁଛି କରୋନା ସଂକ୍ରମଣ
କରୋନା ସଂକ୍ରମଣ ତଳ ଉପର ହେଉଛି । ଏବେର ଯେଉଁ ଟ୍ରେଣ୍ଡ ରହିଛି, ସଂକ୍ରମଣ କମୁଛି । ମୃତ୍ୟୁସଂଖ୍ୟା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ ବର୍ତ୍ତମାନ ଡେଲଟାର ଉପସ୍ଥିତି ରହିଛି । ସେହି କାରଣରୁ ମୃତ୍ୟୁ ହେଉଛି । ଏହି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।…