Odia News Portal
Browsing Tag

cricket

ଆଇପିଏଲରେ ସାମିଲ ହେଲା ଆଉ ଦୁଇଟି ନୂଆ ଟିମ୍

ଆଇପିଏଲରେ ସାମିଲ ହେଲା ଦୁଇଟି ନୂଆ ଦଳ । ଲକ୍ଷ୍ନୌ ଓ ଅହମଦାବାଦ ହେଲା ଆଇପିଏଲର ଦୁଇଟି ନୂଆ ଟିମ୍ । ଏବେ ଆଇପିଏଲରେ ଦଳ ସଂଖ୍ୟା ୮ରୁ ବୃଦ୍ଧି ପାଇ ୧୦ରେ ପହଁଚିଛି । ଇଟି ନୂଆ ଦଳ ପାଇଁ ୬ଟି ସହରକୁ ବଛା ଯାଇଥିଲା ବେଳେ ସେଥିପାଇଁ ୨୨ ଜଣ ବିଡ୍‌ ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ…

ପାକ୍ ପତ୍ରକାରଙ୍କ ବିବାଦୀୟ ପ୍ରଶ୍ନ, ରାଗିଲେ ବିରାଟ୍

ନିରାଶ କଲା ଭାରତ । ଦୁବାଇରେ ଚାଲିଥିବା ବିଶ୍ୱକପ ଟି-୨୦ ମୁକାବିଲାରେ ପାକିସ୍ତାନ ୧୩ଟି ବଲ ଓ ୧୦ ୱିକେଟରେ ବିଜୟୀ ହୋଇଛି । ଭାରତକୁ ହରାଇ ପାକିସ୍ତାନ ଟି-୨୦ ବିଶ୍ୱକପ ମୁକାବିଲାରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ବିଜୟୀ ହୋଇଛି । ପାକିସ୍ତାନ ପକ୍ଷରୁ ଓପନିଂ ଯୋଡି ମହମ୍ମଦ ରିଜୱାନ…

ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କେବଳ ଭାରତ-ପାକିସ୍ତାନ ନୁହେଁ । କ୍ରିକେଟ୍ ପ୍ରଶଂସକମାନେ ଆଜିର ମହାମୁକାବିଲା ନେଇ ଉତ୍ସାହିତ ଅଛନ୍ତି । ସମସ୍ତଙ୍କ ଅପେକ୍ଷା ସେହି ସ୍ୱର୍ଣ୍ଣିମ ମୂହୂର୍ତ୍ତକୁ । ଆଜି ଆଇସିସି ଟି-20 ବିଶ୍ୱକପ ୨୦୨୧ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ ହେବିଓ୍ୱଟ୍ । ୨୦୧୯ ବିଶ୍ୱକପ…

୨୦୨୩ ଏସିଆ କପ ଆୟୋଜନ କରିବ ପାକିସ୍ତାନ

ନୂଆଦିଲ୍ଲୀ: ୨୦୨୩ରେ ହେବାକୁ ଥିବା ଏସିଆ କପ୍କୁ ପାକିସ୍ତାନ ଆୟୋଜନ କରିବ। ଏହି ଇଭେଣ୍ଟ ଦିନିକିଆ ଭିତ୍ତିରେ ଖେଳାଯିବ। ଏହାର ପରବର୍ତ୍ତୀ ବର୍ଷ ଶ୍ରୀଲଙ୍କା ଟି୨୦ ଫର୍ମାଟରେ ଏସିଆ କପ୍ ଆୟୋଜନ କରିବ। ଏ ନେଇ ଦୁବାଇରେ ଅନୁଷ୍ଠିତ ଏସିଆନ୍ କ୍ରିକେଟ କାଉନ୍ସିଲ (ଏସିସି) ବୈଠକରେ ନିଷ୍ପତ୍ତି…

ଆଜି ଫାଇନାଲ ପାଇଁ ଲଢ଼ିବେ ଦିଲ୍ଲୀ-କୋଲକାତା

ଦୁବାଇ: ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲରେ ଆଜି ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ । ଯେଉଁ ଦଳ ଆଜି ଜିତିବ ସେ ସିଧାସଳଖ ଫାଇନାଲରେ ଚେନ୍ନାଇକୁ ଭେଟିବ । ତେବେ ଫାଇନାଲ ଟିକେଟ ଲାଗି ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି କ୍ରିକେଟ ପ୍ରେମୀମାନେ ଆଶା ରଖିଛନ୍ତି । ଦିଲ୍ଲୀ ପ୍ରଥମ…

ଆଜି ଚେନ୍ନାଇକୁ ଭେଟିବ ପଞ୍ଜାବ

ଦୁବାଇ: ଆଜି ଆଇପିଏଲ ମଇଦାନରେ ମୁହାଁ ମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ । ନିଜର ଶେଷ ଲିଗ୍ ମ୍ୟାଚ୍ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ଦଳ । ସୁପରକିଙ୍ଗ୍ସ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷକୁ ଉଠିବାକୁ ପ୍ରୟାସ କରିବ । ପ୍ଲେ-ଅଫ୍ ଦୌଡ଼ରେ ପ୍ରବେଶ କରିବା ପାଇଁ…

ବଡ଼ ବିଜୟ ଲକ୍ଷ୍ୟରେ କୋଲକାତା

ଦୁବାଇ: ଆଇପିଏଲ ମହାସମରରେ ଆଜି ରାଜସ୍ଥାନକୁ ଭେଟିବ କୋଲକାତା । ପ୍ଲେଅଫରେ ପହଞ୍ଚିବା ଲାଗି କୋଲକାତାକୁ ଆଜି ବଡ଼ ବିଜୟ ଆବଶ୍ୟକ ରହିଛି । କେକେଆର୍ ସଂପ୍ରତି ୧୩ ମ୍ୟାଚ୍ରୁ ୬ ବିଜୟ ପାଇ ଚତୁର୍ଥ ସ୍ଥାନରେ ରହିଛି। ରନ୍ରେଟ୍ରେ ମଧ୍ୟ ଏହି ଦଳ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସଠାରୁ ଆଗରେ…

ଏକ ନମ୍ବର ସ୍ଥାନ ପାଇଁ ମୁହାଁମୁହିଁ ହେବେ ଧୋନୀ ଏବଂ ପନ୍ଥ

ଦୁବାଇ: ଅଭିଜ୍ଞ ବନାମ ଯୁବ ପ୍ରତିଭାବାନ । ଆଇପିଏଲ ମହାସମରରେ ଏକ ନମ୍ବର ସ୍ଥାନ ପାଇଁ ଲଢ଼ିବେ ଚେନ୍ନାଇ ଏବଂ ଦିଲ୍ଲୀ । କ୍ୟାପଟେନ କୁଲଙ୍କୁ ଟାର୍ଗେଟ କରିବେ ପନ୍ଥ । ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗ୍ରେ ଅଭିଜ୍ଞ ଖେଳାଳୀ ରହିଥିବା ବେଳେ ଦିଲ୍ଲୀରେ ରହିଛନ୍ତି ଯୁବ ଖେଳାଳୀ ।…

ରେକର୍ଡ କଲେ ସ୍ମୃତି ମାନ୍ଧନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ସ୍ମୃତି ମାନ୍ଧନା ଆଉ ଏକ ମାଇଲଖୁଣ୍ଟ ପାର କରିଛନ୍ତି । ଏକ ଅଲୋଡ଼ା ରେକର୍ଡ ସ୍ଥାପନ କରିଛନ୍ତି ସ୍ମୃତି । ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଖେଳାଯାଉଥିବା ଦିବା-ରାତ୍ରି ଟେଷ୍ଟ ମ୍ୟାଚ୍ ରେ ଭାରତର ସ୍ମୃତି ମଂଧାନା ସୃଷ୍ଟି…

କୋଲକାତାର ଦମଦାର ପ୍ରଦର୍ଶନ, ଘାଇଲା ହେଲା ଦିଲ୍ଲୀ

କୋଲକାତା ନାଇଟ୍ ରାଇଡର୍ସର ଘାତକ ବୋଲିଂ ଆଗରେ ଘାଇଲା ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ନିର୍ଦ୍ଧାରିତ ଓଭରରେ ଦିଲ୍ଲୀ ୯ଟି ୱିକେଟ୍ ହରାଇ ମାତ୍ର ୧୨୭ ରନ୍ କରିବାକୁ ସକ୍ଷମ ହୋଇଛି । ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ଦିଲ୍ଲୀ ଆଜି ବ୍ୟାଟିଂରେ ଫିକା ପ୍ରଦର୍ଶନ କରିଛି । ଶାରଜାହ…