Odia News Portal
Browsing Tag

crime news odisha

ଏନଏସଜି ଟିମର ସୁରକ୍ଷା ଯାଞ୍ଚ ଆରମ୍ଭ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ପହଁଞ୍ଚିଛନ୍ତି ଏନଏସଜି ଟିମ୍ । ଏନ୍‌ଏସ୍‌ଜିର ୫ ଜଣିଆ ଟିମ୍‌ ଲିଙ୍ଗନାଜ ମନ୍ଦିରରେ ପହଞ୍ଚି ଯାଞ୍ଚ କରିବା ଆରମ୍ଭ କରିଛନ୍ତି । ଏହି ୫ଜଣିଆ ଟିମ୍‌ରେ ଦୁଇଜଣ ବରିଷ୍ଠ ଅଧିକାରୀ ଅଛନ୍ତି ।ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହ ମକଡ୍ରିଲ କରିବାର ମଧ୍ୟ

ଆଉ ୬୫ କୋଭିଡ୍ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୩୨୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

ଦିନ ୧୨ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପ୍ରବଳ ହଟ୍ଟଗୋଳ । ପୁଣି ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ଶାସକ ଦଳ କ୍ଷମା ପ୍ରାର୍ଥନା ପାଇଁ ଅଡି ବସିଥିବାବେଳେ ବିରୋଧୀ ମଣ୍ଡି ଅବ୍ୟବସ୍ଥାକୁ ନେଇ ହଟ୍ଟଗୋଳ କରିଛନ୍ତି। ଫଳରେ ଗୃହକୁ ପ୍ରଥମେ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ

କରୋନା ନେଇ ସରକାରଙ୍କ ସତର୍କତା,ଗାଇଡଲାଇନ ଜାରି

ଭୁବନେଶ୍ବର: ସାରାଦେଶରେ ଯେଉଁଭଳି କରୋନାର ସଂକ୍ରମଣ ବଢି ଚାଲିଛି, ଏହାକୁ ନେଇ ସତର୍କ ହେବାର ବେଳ ଆସିଛି । ଯଦିଓ ଆମ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି, ତଥାପି ସତର୍କ ନହେଲେ ପରିସ୍ଥିତି ବିଗିଡି ଯିବାର ଆଶଙ୍କା ରହିଛି । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନୂଆ

ବ୍ୟାଙ୍କ ବନ୍ଦ ଯୋଗୁଁ ଅସୁବିଧାରେ ବ୍ୟାଙ୍କ ଗ୍ରାହକ

ଭୁବନେଶ୍ବର: ଆଜି ବ୍ୟାଙ୍କ ବନ୍ଦର ଦ୍ଵିତୀୟ ଦିନ। କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତିକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ସର୍ବଭାରତୀୟ ସ୍ତରରେ ଏହି

ଲିଙ୍ଗରାଜ ମନ୍ଦିରରେ ଏନଏସଜିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିରରେ ଅଚାନକ ଆତଙ୍କୀ ଆକ୍ରମଣ ହେଲେ ମନ୍ଦିରକୁ କେମିତି ରକ୍ଷା କରାଯିବ ? ଫସିଥିବା ଭକ୍ତଙ୍କୁ କେମିତି ଉଦ୍ଧାର କରାଯିବ ? ସେନେଇ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ମକଡ୍ରିଲ କରିବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ । ଏଥିପାଇଁ ଏନଏସଜିର ଏକ

ସୋଆ ପରିଚାଳିତ ଆଇଡିଏସକୁ କୋକ୍ରେନ୍ ମାନ୍ୟତା

ଭୁବନେଶ୍ୱର: ଭାରତର ପ୍ରଥମ ଏବଂ ଏକମାତ୍ର ଦନ୍ତ ଚିକିତ୍ସା ଅନୁଷ୍ଠାନ ଭାବେ କୋକ୍ରେନ୍ ଇଣ୍ଡିଆ ନେଟୱାର୍କ ଅଧିନସ୍ଥ କୋକ୍ରେନ୍ ମାନ୍ୟତା ପାଇବାରେ ସଫଳତା ଅର୍ଜନ କରିଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ଡେଂଟାଲ୍ ସାଇନ୍‌ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍ ।୧୯୯୩

ଫିଲ୍ମ ‘ଆରଆରଆର’ରେ ଆଲିଆଙ୍କ ଫାଷ୍ଟ ଲୁକ୍

ଭୁବନେଶ୍ବର: ଫିଲ୍ମ ‘ଆରଆରଆର’ରେ ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଛି। ଫିଲ୍ମରେ ଆଲିଆ ଭଟ୍ଟ ସୀତାଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ଆଲିଆଙ୍କ ଯେଉଁ ଫାଷ୍ଟ ଲୁକ ସାମ୍ନାକୁ ଆସିଛି ସେଥିରେ ସେ ଦମଦାର ଲୁକରେ ନଜର ଆସିଛନ୍ତି। ଫାଷ୍ଟ ଲୁକ ଦେଖି ଦର୍ଶକଙ୍କ ଉତ୍ସୁକତା ଆହୁରି

ଅର୍ଥନୀତିକୁ ଶକ୍ତି ଦେଇଛି କୃଷିକ୍ଷେତ୍ର: ନବୀନ

ଭୁବନେଶ୍ବର: ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ ‘କୃଷି ଓଡିଶା’କୁ ଭର୍ଚୁଆଲ ମୋଡ୍‌ରେ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀଙ୍କ ସାଥିରେ ରହିଛି, ସେମାନଙ୍କ ପାଇଁ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ରାଜ୍ୟର ମିଲେଟ ମିଶନ ସାରା ଦେଶରେ