ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣାରେ ଯୁବକକୁ ୨୦ବର୍ଷ ଜେଲ
କେନ୍ଦୁଝର ଫାଷ୍ଟଟ୍ରାକ କୋର୍ଟ ବିଚାରପତି ମାନସ କୁମାର ମିଶ୍ର ଶନିବାର ଏକ ଶିଶୁ କନ୍ୟା ଦୁଷ୍କର୍ମ ମାମଲାର ବିଚାର କରି ରାୟ ପ୍ରକାଶ କରିଛନ୍ତି ।କେନ୍ଦୁଝର ସଦର ଥାନା ଅଞ୍ଚଳରେ ମାମୁ ଘରକୁ ବୁଲି ଆସିଥିବା ଶିଶୁକୁ ୨୦୧୭ମସିହାରେ ଘନଶ୍ୟାମ ପାତ୍ର ନାମକ ଯୁବକ ଟେକି ନେଇ ଦୁଷ୍କର୍ମ କରିଥିଲା ।!-->…
