Odia News Portal

ଗୋପାଳ ମାନିଲା ସତ କାହିଁକି ମାରିଥିଲା ନବ ଙ୍କୁ

ନାର୍କୋ ଟେଷ୍ଟ ପରେ ନବ ଦାସ ଙ୍କ ହତ୍ୟା ଉପରୁ ଗୋଟିଏ ପରେ ଗୋଟିଏ ପରଦା ଉଠିବାରେ ଲାଗିଛି । ଗୋପାଳ ଗୋଟି ଗୋଟି କରି ସତ କ୍ରାଇମ ବ୍ରାଞ୍ଚ ଆଗରେ କହିଛି । ଗୋପାଳ କାହିଁକି ରାଗି ଥିଲା ରାଗିବାର କାରଣ କଣ ଥିଲା । ସବୁ କଥା ସେ କ୍ରାଇମ ବ୍ରାଞ୍ଚ ଆଗରେ କହିଛି ।

ନାର୍କୋ ଟେଷ୍ଟ ଗୋପାଳ କୁ ଅଧା ବେହୋସ କରିବା ପରେ ସବୁ ସାମ୍ନାକୁ ଆସିଥିଲା । ଗୋପାଳ କହିବା ଅନୁସାରେ ନବ ଦାସ ଙ୍କୁ ତାଙ୍କ ଅଞ୍ଚଳ ରେ ସମସ୍ତେ ଡରୁଥିଲେ । ଏକ ପ୍ରକାରର ଭୟରେ ଲୋକ ମାନେ ଜିବନ ବିତାଉଥିଲେ । ନବଦାସ ମାନଶୀକ ନିର୍ଜାତନା ଦେଉଥିଲେ । ଗୋପାଳ ବହୁତ ଅତିଷ୍ଟ ହୋଇ ପଡିଥିଲେ ନବଦାସ ଙ୍କ ଏମିତି ଆଚରଣ କୁ ନେଇ ।

ମନେ ମନେ ପ୍ରତିଟି ସମୟ ରେ ନବ ଦାସ ଙ୍କୁ ହ-ତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିଲା । ତାଙ୍କର ମାନଶୀକ ସ୍ଥିତି ଠିକ୍ ନଥିବାରୁ ତାଙ୍କୁ ଘର ଲୋକ ମେଡିସିନ ଦେଉଥିଲେ । ହେଲେ ଗୋପାଳ ସେ ମେଡିସିନ କୁ ଖାଉ ନଥିଲା କେବଳ ନବଦାସ ଙ୍କୁ ହ-ତ୍ୟା କରିବା ପାଇଁ ତା ମୁଣ୍ଡରେ ଗୋଟେ ଚିନ୍ତା ଥିଲା ଲୋକ କେମିତି ଭଲରେ ରହିବେ ।

ତେବେ ଗୋପାଳ କହିଛି କି ନବ ଦାସ ଙ୍କୁ ହ-ତ୍ୟା କରିବା ପରେ ଲୋକ ଖୁସୀରେ ରହିବେ ବୋଲି ଭାବି ସେ ହ-ତ୍ୟା କରିଛି । ତେବେ ଗୋପାଳ ର ନାର୍କୋ ଟେଷ୍ଟ ସରିବା ପରେ ଓଡିଶା ଫେରିଛି ଗୋପାଳ । ଯଦି ଦେଖିବା ଗତ ଜାନୁଆରୀ 29 ରେ ବ୍ରଜରାଜ ନଗରରେ ନବଙ୍କୁ ହ-ତ୍ୟା କରିଥିଲା ଗୋପାଳ ପ୍ରତିଶୋଧ ମୂଳକ ଭାବେ ନବଙ୍କୁ ହ-ତ୍ୟା କରିଥିବା ଶିକ୍ୱାର କରିଛି ଗୋପାଳ ।