Odia News Portal
Browsing Tag

crime news odisha

ଲୋକସେବା ଆୟୋଗ ଅଧ୍ୟକ୍ଷ ହେଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ୱର: ପୋଲିସ୍‌ ବିଭାଗରେ ୩୩ ବର୍ଷ କାମ କରିବା ପରେ ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇ.ପି.ଏସ୍ ସତ୍ୟଜିତ ମହାନ୍ତି ଆଜି ଲୋକସେବା ଆୟୋଗ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତକାଲି ସ୍ୱେଚ୍ଛାକୃତ ଅବସର ନେବା ପରେ ତାଙ୍କୁ କଟକରେ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ ନେଲେ କୋଭାକ୍ସିନ ଟିକା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀ ନେଲେ କରୋନା ଟିକା |ଆଜି କରୋନା ଟିକା ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭା ପରିସରରେ ଥିବା ଚିକିତ୍ସାଳୟରେ ମୁଖ୍ୟମନ୍ତ୍ରୀ କୋଭାକ୍ସିନ ଟିକା ନେଇଛନ୍ତି । ତେବେ ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା ଦେବା

ଶାଳୀକୁ ଧରି ରସିକିଆ ଭିଣୋଇ ଫେରାର୍

କଳାହାଣ୍ଡି: ବିବାହର ମେହେନ୍ଦୀ ଦାଗ ନଲିଭୁଣୁ ଶାଳୀକୁ ଧରି ଭିଣୋଇ ଫେରାର । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଧିନସ୍ତ ସନ୍ଧିକୁଳିହାରି ଗ୍ରାମର ଜଣେ ନବବିବାହିତା ମହିଳା (ଶାଳୀ) କୁ ଧରି ଧର୍ମଗଡ଼ ଖୁଟୁଲୁ ଗୁଡା ଗ୍ରାମର ଭିଣୋଇ ରୋହିତ ଠାକୁର ଫେରାର ହୋଇଯାଇଛି ।ଦେହରୁ ହଳଦୀ କି ପାଦରୁ