Odia News Portal
Browsing Tag

crime news odisha

ଭଦ୍ରକରେ ଚାଲିଛି ବେଧଡ଼କ ଗୋ ଚାଲାଣ

ଭଦ୍ରକ: ବାହର ରାଜ୍ୟକୁ ବେଆଇନ ଗୋ ଚାଲାଣ ବେଳେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଜବତ ସହିତ ଏଥିରେ ଥିବା ୨୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର । ବଜରଙ୍ଗ ଦଳର କର୍ମୀ ଓ ସ୍ଥାନୀୟ ଲୋକେ ଏହି ଗୋରୁ ବୋଝେଇ ଗାଡି ଜବତ କରି ଭଦ୍ରକ ଟାଉନ ପୋଲିସକୁ ହସ୍ତାନ୍ତର କରିଛନ୍ତି | ସୂଚନା ଅନୁସାରେ, ଭଦ୍ରକରୁ

ମେ ୧୮ରୁ ଆରମ୍ଭ +୨ ପରୀକ୍ଷା

ଭୁବନେଶ୍ୱର: ଘୋଷଣା ହେଲା +୨ ପରୀକ୍ଷା ସୂଚୀ | ମେ ୧୮ରୁ ଜୁନ ୧୨ ପର୍ଯ୍ୟନ୍ତ ଚାଲିବ +୨ ପରୀକ୍ଷା | ଏନେଇ ସୂଚନା ପ୍ରଦାନ କରିଛନ୍ତି ସ୍କୁଲ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ |ଚଳିତ ବର୍ଷ କରୋନା ସଂକ୍ରମଣକୁ ନଜରରେ ରଖି ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ହେବ +୨ ପରୀକ୍ଷା | କଳା,

ଦିବ୍ୟାଙ୍ଗଙ୍କୁ ବିବାହ କଲେ ୨ ଲକ୍ଷ ୫୦ ହଜାର

ଭୁବନେଶ୍ୱର: ଏଣିକି ଦିବ୍ୟାଙ୍ଗଙ୍କୁ ବିବାହ କଲେ ୫୦ ହଜାର ପରିବର୍ତ୍ତେ ମିଳିବ ଅଢେଇ ଲକ୍ଷ ଟଙ୍କା । ପୂର୍ବରୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ଆଉ ୨ ଲକ୍ଷ ଟଙ୍କାର ଅତିରିକ୍ତ ପ୍ରୋତ୍ସାହନ ରାଶି ମିଳିବ । ଏ ନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି

ସାଂସଦ ଅପରାଜିତାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ବାଇ-ଲ ପ୍ରସଙ୍ଗରେ ପୁଣି ଟାର୍ଗେଟରେ ଭୁବନେଶ୍ୱର ସାଂସଦ। ବାଇ-ଲ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ଅଶୋକ ପଣ୍ଡା । କହିଛନ୍ତି, ସଂସଦରେ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତେ ସାଂସଦ । ସଂସଦ ଠାରୁ ବଡ ଫୋରମ ଆଉ କଣ ଅଛି, ସେଠାରେ

ଟିକା ନନେଲେ ମିଳିବନି ସରକାରୀ ସୁବିଧା !

ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କ ବାଣୀ । ଜାଣିଶୁଣି କରୋନା ଟିକା ନ ନେଲେ ଅସୁବିଧାରେ ପଡ଼ିପାରନ୍ତି କରୋନା ଯୋଦ୍ଧା । ଟିକା ନ ନେଲେ ମିଳିବ ନାହିଁ କୌଣସି ସରକାରୀ ସୁବିଧା,ଏହାସହ ମାଗଣା ଚିକିତ୍ସା କିମ୍ବା ମୃତ୍ୟୁ ପରେ