Odia News Portal
Browsing Tag

crime news odisha

ବାଇ ଲ’ ପ୍ରତ୍ୟାହାର ଦାବି କଲେ ମୁଖ୍ୟ ସଚିବ

ଭୁବନେଶ୍ୱର: ବାଇ ଲ' ପ୍ରତ୍ୟାହାର ଦାବିରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାରଙ୍କ ଚିଠି | ନ୍ୟାସନାଲ ମନୁମେଣ୍ଟ ଅଥରିଟି ପ୍ରସ୍ତୁତ ବାଇ ଲ' ପ୍ରତ୍ୟାହାର ଲାଗି ଚିଠି ଲେଖିଲେ ରାଜ୍ୟ ସରକାର | ସଂସ୍କୃତି ମନ୍ତ୍ରାଳୟକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଚିଠି ଲେଖିଛନ୍ତି |

ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ପୋଲିସ ଓ ଛାତ୍ର କଂଗ୍ରେସ ଧସ୍ତାଧସ୍ତି | ଲୋକସେବା ଭବନକୁ ଘେରାଉ ପାଇଁ ଯାଉଥିବା ସମୟରେ ପୋଲିସ ଓ ଛାତ୍ର କଂଗ୍ରେସ ଧସ୍ତାଧସ୍ତି । ପୋଲିସ ବ୍ୟାରିକେଡ ସାହାଯ୍ୟରେ ଅଟକାଇବାକୁ ଉଦ୍ୟମ କରିଥିବା ସମୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଛାତ୍ର କଂଗ୍ରେସ

ଖାଉଟିଙ୍କୁ ମହଙ୍ଗା ମାଡ଼: ଏଲ୍‌ପିଜି ଦର ବୃଦ୍ଧି

ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ | ତେଲ ଦର ବୃଦ୍ଧି ପରେ ଏବେ ଚିନ୍ତା ବଢ଼ାଇଛି ଏଲ୍‌ପିଜି ଦର ବୃଦ୍ଧି | ପେଟ୍ରୋଲ ଓ ଡିଜେଲ୍‌ ଦରରେ ଅହେତୁକ ବୃଦ୍ଧି ହୋଇଥିବା ସମୟରେ ସରକାରୀ ତେଲ କମ୍ପାନି ପୁଣି ଏଲ୍‌ପିଜି ଦର ବୃଦ୍ଧି କରିଛନ୍ତି । ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ଦର

ରାଜ୍ୟରେ ଆଉ ୮୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୨୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା

୧୩୪ ରନରେ ଅଲଆଉଟ୍ ଇଂଲିସ୍‌ ଟିମ୍‌

ଚେନ୍ନାଇ: ଚେନ୍ନାଇର ଏମ୍‌ ଚିଦାମ୍ବରମ୍‌ ଷ୍ଟାଡିୟମ୍‌ରେ ଜାରି ରହିଥିବା ଭାରତ ଏବଂ ଇଂଲଣ୍ଡର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇଂନିସରେ ଭାରତର ୩୨୯ ରନ୍‌ ଜବାବରେ, ମାତ୍ର ୧୩୪ ରନ୍‌ କରି ପାରିଛି ଭ୍ରମଣକାରୀ ଇଂଲଣ୍ଡ ଦଳ । ରବିଚନ୍ଦ୍ରନ ଅଶ୍ଵିନଙ୍କ ଘାତକ ବୋଲିଂ ବଳରେ ଭାରତ ସାମ୍ନାରେ

ହାତୀ ମଡ଼କ: ୧୪ ଦିନରେ ୬ ହାତୀ ମୃତ

କଳାହାଣ୍ଡି: କର୍ଲାପାଟ ୧୪ ଦିନ ଭିତରେ ଆଖି ବୁଜିଲେଣି ୬ଟି ହାତୀ | କର୍ଲାପାଟ ଅଭୟାରଣ୍ୟରେ ଆଜି ଆଉ ଏକ ମାଇ ହାତୀର ମୃତ୍ୟୁ ହୋଇଛି । ଆଜି ଆଖି ବୁଜିଥିବା ହାତୀଟି ସେପ୍ଟିସେମିଆରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏଥିସହିତ ଗତ ୧୪ ଦିନ ଭିତରେ କର୍ଲାପାଟ ଜଙ୍ଗଲରେ

ବଟାନିକାଲ ଗାର୍ଡେନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ନନ୍ଦନକାନନ ବଟାନିକାଲ ଗାର୍ଡେନ ପରିସରରେ ଅଗ୍ନିକାଣ୍ଡ । ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା । ନିଆଁ ଲିଭାଇବାକୁ ଲାଗିଛନ୍ତି ଅଗ୍ନିଶମ କର୍ମଚାରୀ । ଆଜି ନନ୍ଦନକାନନ ନିକଟରେ ଥିବା ବଟାନିକାଲ ଗାର୍ଡେନ ପରିସରରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଏହାପରେ

କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ଓଡିଶା କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୭ ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ କରିବ କଂଗ୍ରେସ । ପେଟ୍ରୋଲ, ଡିଜେଲ ଓ ଗ୍ୟାସର ମୂଲ୍ୟବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗ ନେଇ ବନ୍ଦ ପାଳନ କରିବାକୁ କଂଗ୍ରେସ ଡାକରା ଦେଇଛି ।

କାଲି ସବୁ ସ୍କୁଲ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ । କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନଜରରେ ରଖି କାଲି ସ୍କୁଲ ବନ୍ଦ ରଖାଯାଇଛି | କଂଗ୍ରେସର ଓଡିଶା ବନ୍ଦ ଡାକରା ନେଇ ଘୋଷଣା କରିବା ପରେ ଏନେଇ ଆଜି ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପିଲାଙ୍କ

ସେନାକୁ ଅର୍ଜୁନ ଟ୍ୟାଙ୍କ ଅର୍ପଣ କଲେ ମୋଦି

ନୂଆଦିଲ୍ଲୀ: ଅର୍ଜୁନ ଟ୍ୟାଙ୍କକୁ ସେନାକୁ ଅର୍ପଣ କଲେ ମୋଦି | ଆଜି ତାମିଲନାଡୁ ଓ କେରଳ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କର ଏହି ଗସ୍ତବେଳେ ସେ ପ୍ରଥମେ ଚେନ୍ନାଇରେ ପହଞ୍ଚି ସେଠାରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅର୍ଜୁନ ଟ୍ୟାଙ୍କକୁ ସେନା ହାତରେ ଅର୍ପଣ କରିଛନ୍ତି । ଏହା ସହ