Odia News Portal
Browsing Tag

crime news odisha

ବ୍ରହ୍ମପୁରରେ ଲଜ୍ଜା: ନାବାଳିକା ସହ ଗଣଦୁଷ୍କର୍ମ

ବ୍ରହ୍ମପୁର: ୧୦ ବର୍ଷର ନାବାଳିକା ସହ ଗଣଦୁଷ୍କର୍ମ | ନାବାଳିକା ଜଣକ ଘରେ ଏକୁଟିଆ ଥିବା ସମୟରେ ୩ଜଣ ନାବାଳକ ଏଭଳି କାଣ୍ଡ ଘଟାଇଥିବା ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲା ସଦରଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଅଭିଯୋଗ ଆସିବା ପରେ ପୋଲିସ ୩ ନାବାଳକଙ୍କୁ ପଚରାଉଚରା

ଆସିଲା ଝରାଫୁଲ ଭିସେରା ରିପୋର୍ଟ

ଯାଜପୁର: ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ। ପୋଲିସ ପାଖରେ ପହଞ୍ଚିଲା ଭିସେରା ରିପୋର୍ଟ। ଭିସେରା ରିପୋର୍ଟକୁ ତନ୍ନ ତନ୍ନ କରି ତର୍ଜମା କରୁଛି ଯାଜପୁର ପୋଲିସ। ତର୍ଜମା ପରେ ରମାଦେବୀ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଭିତରୁ ସତ ସାମ୍ନାକୁ ଆସିବ । ତେବେ ଘଟଣାରେ

ଘର ସାମ୍ନାରେ ହୋଟେଲ ବ୍ୟବସାୟୀଙ୍କୁ ହତ୍ୟା

ରାଉରକେଲା: ଘର ସାମ୍ନାରେ ହୋଟେଲ ମାଲିକଙ୍କୁ ପିଟି ପିଟି ହତ୍ୟା | ରାଉରକେଲା ସହରର ପ୍ଲାଣ୍ଟ ସାଇଟ ଥାନା ଡିଏଭି ଲେନ ଅଞ୍ଚଳରେ ହୋଟେଲ ମାଲିକ ତଥା ବ୍ୟବସାୟୀ ସଜନ ମିତ୍ତଲଙ୍କୁ ହତ୍ୟା ଅଭିଯୋଗ। ରାଉରକେଲା ଡିଏଭି ସ୍କୁଲ ନିକଟରେ ରହୁଥିବା ୫୭ ବର୍ଷୀୟ ବସେରା ହୋଟେଲର ମାଲିକ ସଜ୍ଜନ

ସନ୍ ହସ୍ପିଟାଲ ବନ୍ଦ ପାଇଁ ନିର୍ଦ୍ଦେଶ

କଟକ: ସନ୍ ହସ୍ପିଟାଲକୁ ସାମୟିକ ବନ୍ଦ ପାଇଁ ନିର୍ଦ୍ଦେଶ । ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନି। ଗତ ୨ ତାରିଖରେ କଟକ ତୁଳସୀପୁର ବିଜୁ ପଟ୍ଟନାୟକ ଛକ ପାଖରେ ଥିବା ସନ୍

କୋରାପୁଟ ଗସ୍ତରେ ପୋଲିସ ଡ଼ିଜି

କୋରାପୁଟ : କୋରାପୁଟ ଗସ୍ତରେ ପୋଲିସ ଡ଼ିଜି ଅଭୟ । ଆଇନ ଶୃଙ୍ଖଳା ଓ ମାଓ ମୁକାବିଲା ନେଇ କୋରାପୁଟ ଡିଆଇଜିଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି । ଅତିରିକ୍ତ ଡ଼ିଜି ଯଶୋବନ୍ତ ଜେଟୁଆ ଏବଂ ୬ଟି ଜିଲ୍ଲାର ଏସପିଙ୍କ ବରିଷ୍ଠ ପୋଲିସ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

ପରିଚୟ ଦେଲେ ମିଳିବ ୫୦ ହଜାର

ଭୁବନେଶ୍ୱର: ରାଜଧାନୀରେ ଘଟିଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଥିବା ସମୟରେ ମହିଳାଙ୍କୁ ଚିହ୍ନଟ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଛି | କିଛିଦିନ ତଳେ ଭୁବନେଶ୍ୱର ନିକଟ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ

ଝରାଫୁଲ ମର୍ଡର: ପୋଲିସ ହାତରେ ବଡ଼ ସୁରାକ୍

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ପୋଲିସ ହାତରେ ଲାଗିଲା ବଡ ତଥ୍ୟ | ଭୁବନେଶ୍ୱର ସୁନ୍ଦରପଦାରୁ ମିଳିଲା ଝରାଫୁଲଙ୍କ ମୃତଦେହ ବୁହା ହୋଇଥିବା ସ୍କୁଟି । ସ୍କୁଟି ଜବତ ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ସ୍କୁଟିରେ ଝରାଫୁଲଙ୍କ ମୃତଦେହକୁ ଯାଜପୁର ନେଇ

ରାଜଧାନୀରେ ମହିଳାଙ୍କ ମୁଣ୍ଡବିହୀନ ଶବ

ଭୁବନେଶ୍ୱର: ରାଜଧାନୀରେ ବିଭତ୍ସ ହତ୍ୟା |ରାସ୍ତା କଡରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । ରାଜଧାନୀ ନିକଟ ଚନ୍ଦକା ଥାନା ଅନ୍ଧାରୁଆ ଦାସପୁର ରାସ୍ତା କଡରୁ ମିଳିଛି ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ଘଟଣାସ୍ଥଳରେ କମିଶନରେଟ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏହି

ଝରାଫୁଲ ମର୍ଡର: ରାକେଶକୁ ଜୋରଦାର ଜେରା

ଯାଜପୁର: ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁକୁ ଜୋରଦାର ଜେରା କରୁଛି ପୋଲିସ । ଯାଜପୁର କୁଆଖିଆ ଥାନାରେ ରାକେଶକୁ ପଚରାଉଚରା ଜାରି ରଖିଛି ପୋଲିସ। ୨୬ ତାରିଖ ରାତିରେ ଝରାଫୁଲ ସହିତ କ’ଣ ହୋଇଥିଲା ଏନେଇ ରାକେଶକୁ ନିକଟରୁ ସତ ଓଗାଳୁଛନ୍ତି ଏସଡିପିଓ

ଆଉ ନ ଝଡୁ ଅଦିନେ ଝରାଫୁଲ…..

ଭୁବନେଶ୍ବର: ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ ଉପରୁ ସଠିକ୍ ଭାବେ ପରଦା ହଟି ନଥିବା ସମୟରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ରାକେଶ ସ୍ୱାଇଁକୁ କୋର୍ଟ ଚାଲାଣ କରିଛି କୁଆଖିଆ ଥାନା ପୋଲିସ । ସହଯୋଗୀ କିଏ ଓ ମୃତ୍ୟୁ ପଛର କାରଣ କ’ଣ ଜାଣିବା ପାଇଁ ରାକେଶକୁ ୫ ଦିନିଆ ରିମାଣ୍ଡରେ