୨ କିଲୋ ୪ ଶହ ଗ୍ରାମର ଧଳା ଜହର ଜବତ
ବାଲେଶ୍ୱର: ପୁଣି ଜବତ ହେଲା ବ୍ରାଉନସୁଗାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ଏସଟିଏଫ ଟିମ୍ ଚଢଉ କରିଛି । ୨ କିଲୋ ୪ ଶହ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏଟିଏଫ ଟିମ୍ । ୨ଟି ବାଇକ ବି ଜବତ ସହ ୩ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଗିରଫ ତିନି!-->…