ଧଳ ସାମନ୍ତଙ୍କ ଘରୁ ପୁଣି ବନ୍ଧୁକ ଗୁଳି ସହ ନଗଦ ଟଙ୍କା ଜବତ
					ଭୁବନେଶ୍ୱର:  ଗତକାଲି ଠାରୁ କମିଶନରେଟ ପୋଲିସ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେଶନ ଆଜି ଶେଷ ହୋଇଛି | ସର୍ଚ୍ଚ ଅପରେଶନ ଶେଷରେ ତାଙ୍କ ଘରେ ଥିବା ସିକ୍ରେଟ ଚ୍ୟାମ୍ବରରୁ ୩ଟି ବନ୍ଧୁକ ଓ ୧୭୫ ରାଉଣ୍ଡ ଗୁଳି,କେତେକ ମାଗାଜିନ ସହ ନଗଦ  ୧୬.୫ ଲକ୍ଷ ଟଙ୍କା ଜବତ କରାଯାଇଛି ବୋଲି କଟକ ଡିସିପି!-->…				
						
						
			