Odia News Portal
Browsing Tag

death

ଆରପାରିରେ ବାପି ଲାହିରି

ସଙ୍ଗୀତ ନିର୍ଦ୍ଦେଶକ ଏବଂ ଗାୟକ ବାପି ଲାହିରିଙ୍କ ଦେହାନ୍ତ । ଆରପାରିରେ ବଲିଉଡର ଡିସ୍କୋ ସିଙ୍ଗର ବାପି ଲାହିରି । ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଡିସ୍କୋ ସିଙ୍ଗର ବାପି ଲାହିରିଙ୍କ ୬୯ ବର୍ଷ ବୟସରେ ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବାପି…

ହତ୍ୟା ନୁହେଁ ଆତ୍ମହତ୍ୟା କରିଛି ସୁରେଖା

ଏକତରଫା ପ୍ରେମ ପାଇଁ ଅତ୍ମହତ୍ୟା କରିଛନ୍ତି ସୁରେଖା । ବିଶ୍ୱଜିତ୍ ଜେନାକୁ ଏକତରଫା ପ୍ରେମ କରୁଥିଲେ ସୁରେଖା। ଯାହାକୁ ନେଇ ସେଦିନ ରାତିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ସମସ୍ତେ ଖାଇସାରି ଶୋଇବା ପରେ ୩ ଜଣଙ୍କୁ ବାହାର ପଟୁ କବାଟ ଦେଇ ବିଶ୍ୱଜିତଙ୍କ ଘରେ ରଶି ଲଗାଇ ଆତ୍ମହତ୍ୟା…

ବର୍ଷିୟାନ ଅଭିନେତା ମିହିର ଦାସଙ୍କ ପରଲୋକ

ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ । କିଛି ଦିନ ଧରି ଅସୁସ୍ଥତା କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ମଙ୍ଗଳବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନାହିଁ । ମୃତ୍ୟୁ…

ଆଉ ନାହାନ୍ତି ଆଦିବାସୀ ନେତା ଦୁର୍ଯୋଧନ ମାଝୀ

ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଦୁର୍ୟ୍ୟୋଧନ ମାଝୀ । ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ସ୍ବର୍ଗତଃ ଦୁର୍ୟ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ।…

ସିଦ୍ଧାର୍ଥଙ୍କ ଇଚ୍ଛାକୁ ପୂରଣ କରିବେ ପରିବାର ଲୋକେ

ପ୍ରସିଦ୍ଧ ଟିଭି ଅଭିନେତା ତଥା ବିଗ୍ ବସ୍ ୧୩ ର ବିଜେତା ସିଦ୍ଧାର୍ଥ ଶୁକ୍ଲା ଏବେ ବି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଜୀବିତ ଅଛନ୍ତି । ସିଦ୍ଧାର୍ଥଙ୍କ ସମ୍ପର୍କୀୟ ହୁଏତ ତାଙ୍କ ବିନା ବଞ୍ଚିବା ଶିଖିଥାଇ ପାରନ୍ତି, କିନ୍ତୁ ତାଙ୍କ ସ୍ମୃତିକୁ ଏବେ ଯାଏଁ ଭୁଲି ନାହାଁନ୍ତି। ଏବେ ଅଭିନେତାଙ୍କୁ…

ଜୀଅନ୍ତା ଜଳିଗଲେ ୧୨ଜଣ

ଯୋଧପୁର: ବୁଧବାର ରାଜସ୍ଥାନର ବାରମର୍-ଯୋଧପୁର ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବାରମର୍ ଠାରେ ଏକ ଘରୋଇ ବସ୍ ଏବଂ ଟ୍ୟାଙ୍କର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୨ ଜଣ ପ୍ରାଣ ହରାଇଛନ୍ତି । ଧକ୍କା ପରେ ଟ୍ୟାଙ୍କର୍ ଓ ବସରେ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ୧୧ ଜଣ ଲୋକ…

ଗାଧୋଇବାକୁ ଯାଇ ଭାସିଗଲେ ଦୁଇ ଛାତ୍ର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହାଟଡିହିରେ କେନାଲରେ ଗାଧୋଇବା ବେଳେ ଭାସି ଗଲେ ଦୁଇ ଛାତ୍ର । ଘଟଣାରେ ଜଣେ ନିଖୋଜ ଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପନ୍ଦାଡ଼ ଗାଁ ନିକଟରେ ଥିବା ବିଦ୍ୟାଧରପୁର ମୁଖ୍ୟ କେନାଲରେ ୪ ଜଣ ଛାତ୍ର ଗାଧୋଉଥିବା ବେଳେ ଦୁଇ ଜଣ ଭାସି ଯାଇଥିଲେ ।…

ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ସକମା ୟୁଭୋଦୟ କଲେଜ ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହାତରେ ରହିଛି କଟା ଦାଗ ବଲାଙ୍ଗିର: ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକ୍‌ମା ସ୍ଥିତ ୟୁବୋଦୟ କଲେଜ୍ ଅଫ୍‌ ଆଡଭାନ୍ସଡ୍‌ ଟେକ୍ନୋଲଜି କଲେଜର…

ଆସନ୍ତାକାଲି ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ଆସନ୍ତାକାଲି ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେପି । ମହାଲିଙ୍ଗ ମିଷ୍ଟ୍ରି ଘଟଣାକୁ ନେଇ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗୀର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ ଆଜି  ମମିତା ମର୍ଡର ମିଷ୍ଟ୍ରି ଘଟଣାରେ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ ଡ଼ାକରା ଦିଆଯାଇଛି ।…

କେନାଲରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଭାଇ

ଯାଜପୁର: ଦୁଃଖ ଏମିତି ବି ଆସିଥାଏ । ଏକା ସାଙ୍ଗରେ ଦୁଇ ପୁଅଙ୍କୁ ଛଡ଼ାଇ ନେଲା ବାପା ମାଙ୍କଠାରୁ । କଇଁଫୁଲ ତୋଳିବାକୁ ଯାଇଥିବାବେଳେ କେନାଲରେ ଭାସିଗଲେ ଦୁଇ ଭାଇ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଗୋପପୁର ଗାଁରେ ଘଟିଛି ଦୁଃଖଦ ଘଟଣା । ଏକାସାଙ୍ଗରେ ଦୁଇ ଭାଇଙ୍କ ଜୀବନ ଯାଇଛି । ମୃତକଙ୍କ…