Odia News Portal
Browsing Tag

death

ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ ଉଦ୍ଧାର

ଗଞ୍ଜାମ: ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ । ଭଞ୍ଜନଗର ଲଣ୍ଡେଇ ସାହିରେ ଘର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ଘର ଭିତରୁ ଗନ୍ଧ ଆସିବାରୁ ପୋଲିସକୁ କବର ଦେଇଥିଲେ ପଡୋଶୀ । ମୃଢତ ମହିଳା ଜଣକ ହେଲେ ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ…

ଦେଶରେ ୨୪ ଘଣ୍ଟାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୨୧

ନୂଆଦିଲ୍ଲୀ: ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୩୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ…

କାର ଦୁର୍ଘଟଣାରେ ଜଣେ ମୃତ

କଳାହାଣ୍ଡି: ସାମାନ୍ୟ ମଦର ସଉକ ପାଇଁ କାହାରି ଯେ ଜୀବନ ଯାଇପାରେ, ଏହା ଚିନ୍ତା କରିବା ମଧ୍ୟ ମୁସ୍କିଲ । ଗତ କାଲି ରାତ୍ରି ପ୍ରାୟ ୧୧ ଟା ସମୟରେ ଭବାନୀପାଟଣା ଠାରୁ ଜୁନାଗଡ଼ ଯିବା ରାସ୍ତା, ଋଷିଗାଁ ଛକ ନିକଟରେ ଓଡି-୦୮- ଏଚ-୩୦୦୩ ନମ୍ବର ବିଶିଷ୍ଟ ହୁଣ୍ଡାଇ ଭେରନା କାରଟି ଦୁର୍ଘଟଣା…

ଜେଲରେ ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ସୋର ସବଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ ବିଚାରାଧୀନ କଏଦୀଙ୍କ ଘର ଭଦ୍ରକ ଜିଲ୍ଲାରେ ବୋଲି ସୂଚନା ମିଳିଛି । ୨ମାସ ପୂର୍ବରୁ କରୋନା ପାଇଁ ଭଦ୍ରକରୁ ସୋର ସବଜେଲକୁ ସ୍ଥାନାନ୍ତର ହୋଇଥିଲେ । ଗତକାଲି ଅସୁସ୍ଥ ଅନୁଭବ କରିବାରୁ ରାତି ଗୋଟାଏ ବେଳେ…

ଟାଟା ମ୍ୟାଜିକ୍ ଓ ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ

ରାୟଗଡ଼ା: ଟାଟା ମ୍ୟାଜିକ ଉପରେ ଚଢ଼ିଗଲା ଟ୍ରକ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଚାଞ୍ଚରାଗୁଡ଼ା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାୟପୁରରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ବିଷମକଟକରୁ ମୁନିଗୁଡା…

ସରିଲା ତପୁ ମିଶ୍ରଙ୍କ ଶେଷକୃତ୍ୟ

ଭୁବନେଶ୍ୱର: ଆଉ ନାହାଁନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର। ପଞ୍ଚଭୂତରେ ବିଲୀନ ହେଲେ ତପୁ ମିଶ୍ର। ଆଜି ଭୁବନେଶ୍ୱର ସ୍ଥିତ ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସ୍ୱାମୀ ମୁଖ୍ୟଗ୍ନି ଦେଇଛନ୍ତି। ଅଭିନେତ୍ରୀ ଏଲିନା ଦାସ, ଉଷାସୀ ମିଶ୍ର,ରାଖି,ସୋଫିଆ ଆଲାମ,…

ତପୁ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ଘରେ ଘରେ ପରିଚିତ କୋକିଳକଣ୍ଠି ତପୁମିଶ୍ରଙ୍କ ଶନିବାର ରାତିରେ ବିୟୋଗ ହୋଇଛି । ତାଙ୍କ ମୃତ୍ୟୁ ଖବର ବିଜୁଳି ମାର୍ଗରେ ପ୍ରଚାର ହୋଇଥିଲା । ତେବେ ତପୁଙ୍କ ଦେହାନ୍ତ ଖବର ପାଇବା ପରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ

ଭୁବନେଶ୍ବର : ଲୋକପ୍ରିୟ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି। କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌ ଲେବଲ୍‌ କମି ଥିଲା। ପରେ ତାଙ୍କର ଆଇସିୟୁରେ…

ଗେମ୍ ଖେଳିବାକୁ ବାପାଙ୍କୁ ମୋବାଇଲ ମାଗିଥିଲା ପୁଅ, ନଦେବାରୁ ଆତ୍ମହତ୍ୟା କଲା ନାବାଳକ

ବାଲେଶ୍ୱର: ଗେମ୍ ଖେଳିବା ଲାଗି ବାପାଙ୍କୁ ମୋବାଇଲ ମାଗିଥିଲା ପୁଅ । ବାପା ମୋବାଇଲ ନଦେବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ନାବାଳକ । ବାଲେଶ୍ୱର ଜିଲ୍ଲା ବାହାନଗା ଥାନା କୁରୁଡ଼ା ଗାଁରୁ ଆସିଛି ଏଭଳି ଚିତ୍ର । ପରିବାର ଲୋକେ ପୁଅକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସୋର ମେଡିକାଲରେ…

ପରଲୋକରେ ଓଡ଼ିଆ ଆଇଏସ ଡ. ଗୁରୁପ୍ରସାଦ ମହାପାତ୍ର

ଭୁବନେଶ୍ୱର: କରୋନାର ଚାଲିଗଲା ଓଡ଼ିଆ ଆଇଏଏସ ଅଫିସର ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ଜୀବନ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ DPIITର କେନ୍ଦ୍ର ସଚିବ ଥିଲେ । ଗୁରୁପ୍ରସାଦ ମହାପାତ୍ର ୧୯୮୬ ବ୍ୟାଚ ଗୁଜରାଟ କ୍ୟାଡର ଆଇଏଏସ ଅଫିସର ଥିଲେ ।…