Odia News Portal
Browsing Tag

delhi lockdown extende

ଦିଲ୍ଲୀରେ ଲକଡାଉନ ଆଉ ସପ୍ତାହେ ବୃଦ୍ଧି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଲାଗୁ ଲକଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି। କେଜ୍ରିୱାଲ ସରକାର ଜୁନ୍‌ ୭ ଯାଏ ଏହାକୁ ବୃଦ୍ଧି କରିଛନ୍ତି।ପୂର୍ବରୁ ଲାଗିଥିବା ଲକଡାଉନ ସୋମବାର ଶେଷ ହେବାର ଥିଲା। ପୂର୍ବଭଳି ଲକଡାଉନ ବେଳେ ଜରୁରୀ ସେବା ଓ କାର୍ଯ୍ୟକଳାପ ଜାରି ରହିବ। ଏହାବାଦ୍…

ଦିଲ୍ଲୀରେ ପୁଣି ଥରେ ଲକଡାଉନ୍ ଅବଧି ବୃଦ୍ଧି ଘୋଷଣା

ଭୁବନେଶ୍ବର: ଦିଲ୍ଲୀରେ ପୁଣି ଥରେ ବଢ଼ିଲା ଲକଡାଉନ୍ ଅବଧି ।ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣିଥରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ଘୋଷଣା କରିଛନ୍ତି । ଦିଲ୍ଲୀରେ ଆଉ ଗୋଟିଏ ସପ୍ତାହ ପାଇଁ ଲକଡାଉନ୍ ଅବଧି ବୃଦ୍ଧି କରାଯାଇଛି । ଏହି ଲକଡାଉନ୍ ମେ ୨୪ ତାରିଖ ସକାଳ ୫ ଟା…

ଦିଲ୍ଲୀରେ ବଢିଲା ଲକଡାଉନ, ମେଟ୍ରୋ ସେବା ବାତିଲ

ନୂଆଦିଲ୍ଲୀ: ଆଉ ଗୋଟିଏ ସପ୍ତାହ (ମେ ୧୭) ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ବଢ଼ାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଏ ନେଇ ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ । ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏଥର ସରକାର ଅପେକ୍ଷାକୃତ କଠୋର…

ଦିଲ୍ଲୀରେ ଲକ୍‌ଡାଉନ୍‌ ମେ ୩ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀରେ ବୃଦ୍ଧି ହେଲା ଲକ୍‌ଡାଉନ୍‌ ଅବଧି । ରାଜଧାନୀ ଦିଲ୍ଲୀରେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ଲକ୍‌ଡାଉନକୁ ଆଉ ସପ୍ତାହେ ବୃଦ୍ଧି କରାଯାଇଛି ଦୈନିକ ମାମଲା କମିଥିଲେ ମଧ୍ୟ ସଂକ୍ରମଣ ହାର ଅଧିକ ଥିବାରୁ ସତର୍କତା ମୂଳକ ପଦକ୍ଷେପ ଭାବେ ଜାତୀୟ ରାଜଧାନୀରେ ଲକଡାଉନକୁ ମେ ୩…