Odia News Portal
Browsing Tag

Delta plus

ଦେଶରେ ଏଯାଏଁ ୩ଜଣ ଡେଲଟା ପ୍ଲସ ରୋଗୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ପ୍ରାୟ ୧୧ଟି ରାଜ୍ୟରେ ୪୮ ଡେଲଟା ପ୍ଲସ ମାମଲା ଚିହ୍ନଟ ହୋଇଛନ୍ତି। ୧୮ଟି ଜିଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ସର୍ବାଧିକ ୨୦ଟି ଡେଲଟା ପ୍ଲସ ମାମଲା ରହିଛି। ସମଗ୍ର ଦେଶ ପାଇଁ ଏହା ଏବେ ଚିନ୍ତାର କାରଣ ପାଲଟିଛି। ବିଶ୍ୱର ପ୍ରାୟ ୧୨ଟି ଦେଶରେ ଏହି…

ଡେଲଟାପ୍ଲସ ଘାତକ ନୁହେଁ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ଜିନମ ସିକ୍ୟୁଏନ୍ସି ଓ ଡେଲ୍ଟା ପ୍ଲସ ମ୍ୟୁଟସେନ ନେଇ ଆଇଏଲଏସ ନିର୍ଦ୍ଦେଶକ ସୂଚନା ଦେଇ କହିଛନ୍ତି, ସାରା ଦେଶରେ ୪୬ ହଜାର ଓ ଓଡିଶାରୁ ପ୍ରାୟ ୧୧ ଶହ ସିକ୍ୟୁଏନ୍ସି ହୋଇଛି । ଆଇଏଲଏସରେ କେବଳ ଗୋଟିଏ ଡେଲ୍ଟା ପ୍ଲସ ମ୍ୟୁଟେସନ ଚିହ୍ନଟ କରିଛୁ । ଏହା ଗୋଟିଏ ମ୍ୟୁଟେସନ, ସାଂଘାତିକ…

ସୁସ୍ଥ ଅଛନ୍ତି ଓଡ଼ିଶାର ପ୍ରଥମ ଡେଲଟା ପ୍ଲସ ରୋଗୀ

ଭୁବନେଶ୍ୱର: ଗତକାଲି ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ ରୋଗୀ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା କେମିତି ଅଛି ଜାଣିବା ଲାଗି ସମସ୍ତଙ୍କ ଆଗ୍ରହ ଥିବା ବେଳେ ଆଜି ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ରାଜ୍ୟରେ କରୋନାର…

ଓଡ଼ିଶାରେ ଡେଲଟା ପ୍ଲସ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଚିହ୍ନଟ ହେଲା ଡେଲଟା ପ୍ଲସ ଭେରିଆଣ୍ଟ । ପ୍ରଥମ ଥର ଲାଗି ଓଡ଼ିଶାରୁ ଚିହ୍ନଟ ହୋଇଛି । ସମଗ୍ର ଦେଶରେ ୪୮ ଡେଲଟା ପ୍ଲସ କେସ ଥିବା ବେଳେ ଓଡ଼ିଶାରୁ ଗୋଟିଏ ଚିହ୍ନଟ । ଦେବଗଡ଼ରୁ ପ୍ରଥମ ଡେଲଟା ପ୍ଲସ ଚିହ୍ନ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛି । ଆଜି…

ଦେଶରେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ

ନୂଆଦିଲ୍ଲୀ: ଦେଶରେ କରୋନାର ୨ୟ ତରଙ୍ଗ ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ଆଉ ୫୦,୮୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମାତ୍ର ଦେଶ ପାଇଁ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତାଜନକ ବୋଲି ଗବେଷଣାରୁ ଜଣାପଡିଛି। ଏବେ ମୋଟ ସଂକ୍ରମିତଙ୍କ ମଧ୍ୟରେ ଡେଲଟା…

ଦେଶରେ ୬ଟି ଡେଲଟା ପ୍ଲସ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ୬ଟି ଡେଲ୍ଟା ପ୍ଲସ ମାମଲା ଚିହ୍ନଟ ହୋଇଛି।ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଗୋଟିଏ ଲେଖାଏଁ ଡେଲ୍ଟା ପ୍ଲସ ଚିହ୍ନଟ ହୋଇଛି ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ) ନିର୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଆଇସିଏମଆର ରିପୋର୍ଟ ଅନୁସାରେ ୦.୦୪% ପ୍ରଥମ ଡୋଜ ପରେ…