Odia News Portal
Browsing Tag

dhabaleswar

ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର

କଟକ: ଆଜି ହେଉଛି ପବିତ୍ର ବଡଓଷା। ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ତେବେ କରୋନା କଟକଣା ପାଇଁ ପୀଠରେ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । କେବଳ ପୂଜକ ସମିତି ପକ୍ଷରୁ ରୀତିନୀତି ଚାଲିଛି । ଭୋର ୪ ଟାରୁ ପହଡ ଖୋଲିବା ପରେ ସ୍ୱତନ୍ତ୍ର ଭାବେ ପ୍ରଥମେ…

ଆଜିଠୁ ଧବଳେଶ୍ୱରଙ୍କ ପୀଠରେ ୧୪୪

କଟକ: କମିନି କରୋନା ପ୍ରକୋପ । ଏବେ ବି ଜାରି ରହିଛି ଗାଇଡଲାଇନ୍ । କାର୍ତ୍ତିକ ମାସ ତଥା ପଞ୍ଚକରେ ଦୂରଦୂରାନ୍ତରୁ ଭକ୍ତ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ଚଳିତ ବର୍ଷ ସେଥିରେ ଲାଗିଛି କଟକଣା । ଚଳିତ ବର୍ଷ ପଞ୍ଚକରେ ବାବା ଧବଳେଶ୍ୱରଙ୍କ ଦର୍ଶନ ବନ୍ଦ । ଧବଳେଶ୍ୱରଙ୍କ ପୀଠରେ…

କାର୍ତ୍ତିକ ମାସ ତୃତୀୟ ସୋମବାରରେ ଖାଁ ଖାଁ ଧବଳେଶ୍ୱରଙ୍କ ପୀଠ

କଟକ: ଆଜି କାର୍ତ୍ତିକ ମାସର ତୃତୀୟ ସୋମବାର । ହେଲେ ଚଳିତବର୍ଷ ମଧ୍ୟ ଧବଳେଶ୍ୱରଙ୍କ ପୀଠରେ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଖାଁ ଖାଁ ହୋଇଛି ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ତୃତୀୟ ସୋମବାର ପାଇଁ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ…

କାର୍ତ୍ତିକ ଦ୍ୱିତୀୟ ସୋମବାରରେ ଧବଳେଶ୍ୱର ପୀଠରେ ଲାଗିବ ୧୪୪ ଧାରା

ଆଠଗଡ଼: ଚାଲିଛି କାର୍ତ୍ତିକ ମାସ । ସାଧାରଣତଃ କାର୍ତ୍ତିକ ମାସରେ ଶୌବ ପୀଠ ଗୁଡିକରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଶୈବପୀଠ ବାବା ଧବେଳେଶ୍ୱରଙ୍କ ପୀଠରେ ଦ୍ୱିତୀୟ ସୋମବାରରେ ୧୪୪ ଧାରା ଜାରି କରିଛି ଆଠଗଡ ପ୍ରଶାସନ।ଭୋର ୪ ଟା ରୁ ରାତି ୧୦ଟା…

ଖୋଲିଲା ଧବଳେଶ୍ୱର ପୀଠ

କଟକ: ଆଜିଠୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱର ପୀଠ । ଉପଜିଲ୍ଲାପାଳଙ୍କ ବୈଠକରେ ପୀଠରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ନିଷ୍ପତି ନିଆଯାଇଛି । କିନ୍ତୁ ମନ୍ଦିରରେ ଭକ୍ତଙ୍କୁ ସମସ୍ତ କୋଭିଡ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି । ୬୫…