Odia News Portal
Browsing Tag

dharmasala

ଧର୍ମଶାଳାରେ ବିଜେପିର ପାୱାର ସୋ, ସାମିଲ ହେଲେ ବିଜେଡିର ଶତାଧିକ କର୍ମୀ

ଧର୍ମଶାଳାରେ ବିଜେପିର ପାୱାର ସୋ’ । ବିଜେପିରେ ସାମିଲ ହେଲେ ବିଜେଡିର ଶତାଧିକ କର୍ମୀ । ଧର୍ମଶାଳା ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ବିଜେଡି ଦଳର ବହୁ ଛାମୁଆଁ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ଏହି ମହାମିଶ୍ରଣ ପର୍ବ ଓ ସମ୍ବର୍ଦ୍ଧନା…

ବରିଷ୍ଟ ବିଜେଡ଼ି ନେତା କଳ୍ପତରୁ ଦାସଙ୍କ ଷଷ୍ଠ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିର

ଯାଜପୁର: ବରିଷ୍ଟ ବିଜେଡି ନେତା ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ପଦ ତୁଲାଇଥିବା ଜନନାୟକ କଳ୍ପତରୁ ଦାସଙ୍କ ଆଜି ହେଉଛି ଷଷ୍ଠ ଶ୍ରାଦ୍ଧ ବାର୍ଷିକ । ଏହି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୬ଟି ସ୍ଥାନରେ ଆୟୋଜନ କରାଯାଇଛି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର । ଓଡ଼ିଶା ମୋ ପରିବାର ଓ

ବ୍ରିଜ ଫଟାଇଦେଲେ ବାଲି ମାଫିଆ

ଧର୍ମଶାଳା : ଫାଟିକି ଆଁ କଲାଣି ଦୀର୍ଘ ୧୫ ବର୍ଷର ବ୍ରିଜ୍‌ । ଏଭଳି ଦୃଶ୍ୟ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ କାଏମା ବ୍ରିଜ୍‌ର । ଗତ କିଛି ଦିନ ହେଲାଣି ଉତରପ୍ରତାପ ବାଲିଘାଟରୁ ଆରଡି ରୋଡରେ ଏହି ବ୍ରିଜ ଦେଇ ଟ୍ରିପ୍‌୍ ଟ୍ରିପ୍ ବାଲି ନେଇ ଯାତାୟତ କରୁଛନ୍ତି ବାଲି ମାଫିଆ ।

ଧର୍ମଶାଳା ଜମିକୁ ଘରୋଇ ଲଜ ମାଲିକଙ୍କୁ ବିକ୍ରି ଖବର ମିଛ

ଭୁବନେଶ୍ୱର() ପୁରୀ ବଗଲା ଧର୍ମଶାଳା ଜମି ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସ୍ପଷ୍ଟୀକରଣ ରଖିଛନ୍ତି । ପୁରୀ ସହର ବଳଗଣ୍ଡି ଗାଁରେ ବଗଲା ଧର୍ମଶାଳା ରହିଛି । ଏହାର ଖାତା ନମ୍ବର ହେଉଛି ୨୪୨ ଓ ୧୫୦ । ଏହାର ମୋଟ୍ ୨.୭୩୮ ଏକର ଜମି ରହିଛି । ଏହି ଜମି ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ୟ୍ୟୟ…