Odia News Portal
Browsing Tag

divorce

ପୁଣି ଏକାଠି ହେବେ କି ଏହି ଯୋଡି

ସାଉଥ୍ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଚର୍ଚ୍ଚିତ ଯୋଡି ସାମନ୍ଥା ଓ ନାଗା ଚୈତନ୍ୟ ଗତ ବର୍ଷ ନିଜ ବିବାହ ବିଚ୍ଛେଦର ଖବର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ଦୁହେଁ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର୍ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିବାହ ବିଚ୍ଛେଦ ପରଠାରୁ ଦୁହେଁ ଚର୍ଚ୍ଚାରେ…

ପ୍ରିୟଙ୍କା ଚୋପ୍ରାଙ୍କୁ ଛାଡି ପାରନ୍ତି ନିକ୍

ନିକଟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ସାଇଟରେ ନିଜ ର୍ନାଁରୁ ନିକ୍ ଜୋନ୍ସଙ୍କ ନାଁ ହଟାଇ ଦେବା ପରେ ମନୋରଂଜନ ଜଗତରେ ଏହା ବିଜୁଳି ଭଳି ବ୍ୟାପୀଯାଇଥିଲା । ତାଙ୍କର ପ୍ରତିଟି ପ୍ରଶଂସକ ଏହା ଜାଣିବାକୁ ଚାହୁଁଥିଲେ କି, ବିବାହର ୩ ବର୍ଷ ନପୁରୁଣୁ କ’ଣ ଦୁହିଁଙ୍କର ବିଚ୍ଛେଦ…