Odia News Portal
Browsing Tag

diwali

ଦୀପାବଳିରେ ଫୁଟିବନି ବାଣ

ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିପାରେ ସଂପୂର୍ଣ୍ଣ କଟକଣା । ଏନେଇ ସଂକେତ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି, ବାଣ ଫୁଟିଲେ ଫୁସଫୁସକୁ ପ୍ରଭାବିତ କରିବ । ଏହା ସହ ବିଜୟ ମହାପାତ୍ର କହିଛନ୍ତି, ଆମେ ଏବେ ଏଣ୍ଡାମିକ୍ ସ୍ଥିତିରେ ରହିଛୁ ।…

ବାଣ ଫୁଟାଉଥିଲେ ୧୦୦କୁ ଫୋନ କରନ୍ତୁ

ଭୁବନେଶ୍ୱର() ଦୀପାବଳିକୁ ନେଇ ସବୁ ଖୁସି ଛଡ଼ାଇ ନେଇଛି କରୋନା । ପର୍ବ ଅଛି ହେଲେ ତାହାର ମହକ ଆଉ ନାହିଁ । କରୋନା ପାଇଁ ଧର୍ମାନୁଷ୍ଠାନ ଠାରୁ ଆରମ୍ଭ କରି ସମସ୍ତ ପର୍ବପର୍ବାଣିରେ କଟକଣା ଜାରି କରିଛନ୍ତି ସରକାର । ତେବେ ଦୀପାବଳିକୁ ନେଇ ପୂର୍ବରୁ ଏକ ଗାଇଡଲାଇନା ଜାରି କରାଯାଇଥିଲା ।…

ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ

କଟକ() କଟକରେ ବାଣ ଦୋକାନୀଙ୍କୁ ମିଳିବ ଲାଇସେନ୍ସ । ଦୀପାବଳୀ ପାଇଁ ବାଣ ବିକ୍ରି କରିପାରିବେ ଦୋକାନୀ । କୋଭିଡ କଟକଣା ମଧ୍ୟରେ କାଳୀ ପୂଜା ମଧ୍ୟ ହେବ । ଏଥିପାଇଁ ୧୫ ପ୍ଲାଟୁନ୍ ପୋଲିସ ଫର୍ସ ଓ ୫୦ ଅଧିକାରୀ ମୁତୟନ ହେବେ । ଏନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ସନ୍ଧ୍ୟା ୮ରୁ ୧୦ ମଧ୍ୟରେ ବାଣ ଫୁଟାଇବାକୁ ପରାମର୍ଶ

ଭୁବନେଶ୍ୱର() ରାତି ପାହିଲେ ଦୀପାବଳି । ଚିକମିକ ଆଲୋକ ସାଙ୍ଗକୁ ବାଣ ଫୁଟାଇବା ମଜାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ୨ଦିନର ଲଘୁଚାପ ବର୍ଷା ପରେ ଆଜି ପାଗରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଖିଲା ପାଗରେ ବାଣ ବଜାରରେ ଲୋକଙ୍କ ଗହଳି ଅଧିକ ଦେଖିବାକୁ ମିଳିଛି । ଦୋକନରେ ପାରମ୍ପାରିକ ଓ…