Odia News Portal
Browsing Tag

diwali

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆଜି ଆଲୋକର ପର୍ବ ଦୀପାବଳି। ଖୁସି ଏବଂ ଆନନ୍ଦର ପର୍ବ ଦୀପାବଳି। ଗାଁଠୁ ସହର ସବୁଠି ଉତ୍ସର ମାହୋଲ। ଘରେ ଦୀପ ଜାଳି ସବୁଜ ବାଣ ଫୁଟାଇ ଏହି ପର୍ବକୁ ପାଳନ କରନ୍ତୁ। ତେବେ ଦୀପାବଳି ଉପଲକ୍ଷେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ଧର୍ମେନ୍ଦ୍ର…

ଦୀପାବଳିରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପାବଳିରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ସୂଚନା ରହିଛି କି, ପିଏମ୍‌ ମୋଦି ଗୁରୁବାର ଜମ୍ମୁ କାଶ୍ମୀର ଗସ୍ତ କରିବେ। ସେଠାରେ ସେ ଯବାନମାନଙ୍କ ସହିତ ଦୀପାବଳି ପାଳନ କରିବେ। ୨୦୧୪ରେ ଯେବେଠାରୁ ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି,…

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ ମୁଖର । ବିଭିନ୍ନ ରାଜ୍ୟରେ ବିଭିନ୍ନ ଧର୍ମରେ ଏହି ପର୍ବକୁ ବେଶ ଆଡମ୍ବରରେ ପାଳନ କରାଯାଉଛି । ତେବେ ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଶୁଭେଚ୍ଛା ଜଣାଇଛନ୍ତି । ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି କି,…

ଆଜି ଆଲୋକର ପର୍ବ ଦୀପାବଳି

ଭୁବନେଶ୍ୱର: ବଡ଼ ବଡ଼ୁଆ ହୋ ଅନ୍ଧାରରେ ଆସି ଆଲୁଅରେ ଯାଅ । ଏହି ଡାକ ପଡ଼ିଲେ ମନେ ପଡ଼ିଯାଏ ଗାଁର ସେହି କଥା । ଦୀପାବଳିରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଟେକାଯାଇଥାଏ ବଡ଼ବଡ଼ୁଆ । ତେବେ ଆଜି ହେଉଛି ସେହି ପବିତ୍ର ଆଲୋକର ପର୍ବ ଦୀପାବଳି । ଉତ୍ତର ଭାରତରେ ଏହାକୁ ଲକ୍ଷ୍ମୀଙ୍କ ଜନ୍ମୋତ୍ସଵ ଭାବେ…

ଦୀପାବଳି ପାଇଁ ଶ୍ରୀମନ୍ଦିରରେ ଲାଗିଲା ୧୪୪

ପୁରୀ : ଦୀପାବଳୀ ପାଇଁ ଲାଗିଲା କଟକଣା । ଶ୍ରୀମନ୍ଦିର ଚାରିପଟେ ୧୪୪ ଧାରା ହେଲା ଲାଗୁ । ଭିଡ଼କୁ ଦେଖି ପ୍ରଶାସନ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଆସନ୍ତାକାଲି ପବିତ୍ର ଦୀପାବଳୀ । ଦୀପାବଳି ଉପଲକ୍ଷେ ପୁରୀ ଆସୁଥିବା ପର୍ଯ୍ୟଟକଙ୍କ ଭିଡ଼ ଓ  ଉପଲକ୍ଷେ ଗୟା ଶ୍ରାଦ୍ଧ…

ଆଲୋକିତ ହେବ ଅଯୋଧ୍ୟା, ଜଳିବ ୧୨ ଲକ୍ଷ ଦୀପ

ନୂଆଦିଲ୍ଲୀ : ଦୀପରେ ଆଲୋକିତ ହେବ ଆଯୋଧ୍ୟା । ଦୀପୋତ୍ସବରେ ଆଯୋଧ୍ୟାରେ ୧୨ ଲକ୍ଷ ଦୀପରେ ଆଲୋକିତ କରିବ ଉତ୍ତରପ୍ରଦେଶ ସରକାର । ଏହି ୧୨ ଲକ୍ଷ ଦୀପ ମଧ୍ୟରୁ ୯ ଲକ୍ଷ ଦୀପ ସରାୟୁ ନଦୀ କୁଳେ ଏବଂ ରାମ ମନ୍ଦିର ପରିସରରେ ଜଳାଯିବ । ଏହାସହିତ ଆଉ ୩ ଲକ୍ଷ ଦୀପ ଅଯୋଧ୍ୟାର ମଠ ମନ୍ଦିରରେ ଜଳାଯିବ ।…

କେମିତି ଚିହ୍ନିବେ ସବୁଜ ବାଣ

ଦିନକ ପରେ ଦୀପାବଳି । ବାଣ ଫୁଟାଇବାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାକୁ ଦୂର କରିଛନ୍ତି ହାଇକୋର୍ଟ । ଏହା ପରେ ଦୀପାବଳି, ଛଟପୂଜା ଓ କାର୍ତିକପୂର୍ଣ୍ଣିମା ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି । ଏହି ସମୟରେ କେବଳ ସୁବଜ ବାଣ ଫୁଟାଇବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅନ୍ୟ…

ଦୀପାବଳିରେ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ବଡ଼ଦାଣ୍ଡରେ ବଡ଼ବଡ଼ୁଆ ମନା। ଦୀପାବଳି ଦିନ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା। ବନ୍ଦ ରହିବ ସାଧାରଣ ଦର୍ଶନ। ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ନିକଟରେ ଜାରି ହେବ ୧୪୪ଧାରା। ଏନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବତାରଣ ସାହୁ। ଶ୍ରୀମନ୍ଦିର ସମ୍ମୁଖରେ ବଡ଼ବଡ଼ୁଆ…

ସବୁଜ ବାଣ ଉପରେ ନିଷ୍ପତ୍ତି ନେବେ ଏସ୍‌ଆର୍‌ସି

କଟକ : ଦୀପାବଳିରେ ବାଣ ଫୁଟାଇବାକୁ ନେଇ ହାଇକୋର୍ଟରେ ସବୁଜ ବାଣକୁ ଅନୁମତି ସମ୍ପର୍କିତ ମାମଲା ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ହାଇକୋର୍ଟ । ସୁପ୍ରିମକୋର୍ଟ ଓ ଏନଜିଟିଙ୍କ ନିର୍ଦ୍ଦେଶାବଳୀ ଆଧାରରେ ଏସ୍‌ଆର୍‌ସି ନିଷ୍ପତ୍ତି ନେବେ। କୋଭିଡ୍‌…

ଦୀପାବଳି ପୂର୍ବରୁ କିଙ୍ଗ୍ ଖାନ୍ ଭିଡିଓ ଭାଇରାଲ

ଆଗକୁ ଦୀପାବଳି ପର୍ବ ଆସୁଛି। ସମସ୍ତେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏପରିକି ଅନେକ ବ୍ରାଣ୍ଡ ଦୀପାବଳି ଅବସରରେ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏହି ଧାରାରେ, କ୍ୟାଡବରୀ ମଧ୍ୟ ଦୀପାବଳି ଅବସରରେ ଏକ ସ୍ୱତନ୍ତ୍ର ବିଜ୍ଞାପନ ପ୍ରକାଶ କରିଛି। ଏହି ବିଜ୍ଞାପନ ପାଇଁ କମ୍ପାନୀ…