Odia News Portal
Browsing Tag

DMET

ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ କୋରୋନା ସଂକ୍ରମଣ ଏବେ କମ୍ ରହିଛି । ଆଇସିୟୁରେ ମଧ୍ୟ କମ୍ ରୋଗୀ ଭର୍ତ୍ତି ହେଉଛନ୍ତି । କୋରୋନା ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି । ଏବେ ଅନ୍ୟ କିଛି ଦେଶରେ ସଂକ୍ରମଣ ବଢୁଛି । ତେଣୁ ସଚେତନ ରହିବାକୁ ପଡିବ । ବିପଦ ସୃଷ୍ଟିହେବା ଭଳି ପରିସ୍ଥିତି…

ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଏମିତି କହିଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ସ୍କୁଲ ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି ଦେଢ଼ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଶିକ୍ଷା କ୍ଷେତ୍ର ପ୍ରଭାବିତ । ପିଲାମାନଙ୍କ ଭବିଷ୍ୟତକୁ ନେଇ ଖେଳିହେବନି । ବର୍ତ୍ତମାନ ବିଶ୍ବର କେତେକ ଦେଶ ଓ ରାଜ୍ୟରେ ସ୍କୁଲ…

ଶିଶୁମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ : DMET

ଭୁବନେଶ୍ଵର : କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ୧୨ ପ୍ରତିଶତ ଶିଶୁ କରୋନା ସଂକ୍ରମିତ ହେଉଛନ୍ତି। ଶିଶୁଙ୍କ ସିଭିୟରିଟି ଆଶଙ୍କା କମ୍ ରହିଛି। ସଂକ୍ରମଣ ଉପର ମୁଁହା ହେଲେ କୌଣସି ଲହର ଆସିଲା ବୋଲି ଜଣା ପଡିବ। ଏବେ ସେମିତି ଅବସ୍ଥା ନାହିଁ । ୧୮ ବର୍ଷରୁ ଉର୍ଦ୍ଧ୍ଵ ପ୍ରାୟ ସମସ୍ତେ ଟିକା ନେଇ…

ପଢ଼ନ୍ତୁ ଅନଲକକୁ ନେଇ କଣ କହିଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟର ଏବେ କରୋନା ସ୍ରଂକମଣ ହ୍ରାସ ପାଇଛି । ଦୈନିକ ମାମଲା ୧୬ ଶହରୁ ୧୭ ଶହ ମଧ୍ୟରେ ରହିଛି । ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ଅନଲକ ହୋଇପାରେ ବୋଲି ଆଶା କରାଯାଉଛି । କିନ୍ତୁ ଖୋର୍ଦ୍ଧ ଓ କଟକ ଜିଲ୍ଲାରେ ସଂକ୍ରମଣ ୩ ଅଙ୍କ ଉପରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଜିଲ୍ଲାରେ…

ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଶୀର୍ଷରେ ରହିପାରେ ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରାମିତଙ୍କ ସଂଖ୍ୟା । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ବଢ଼ୁଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ…

ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବନି: ଡ଼ିଏମଇଟି

ଭୁବନେଶ୍ୱର: ମହାରାଷ୍ଟ୍ରରେ କରୋନା ସ୍ଥିତି ଜଟିଳ ହେବା ପରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଲେ ଡ଼ିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ବର୍ତମାନ ସ୍ଥିତିରେ ଦୈନିକ ସଂକ୍ରମଣ ନେଇ ଲକଡ଼ାଉନ୍ କଥା ନାହିଁ । ହେଲେ ଲକଡାଉନ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ । ମହାରାଷ୍ଟ୍ର ଓ…