Odia News Portal
Browsing Tag

egg attack

ଅନେକଙ୍କ ଭବିଷ୍ୟତ ନଷ୍ଟ କରିଦେବ ଅଣ୍ଡାମାଡ, ଥାନାକୁ ଦଉଡିବେ ଅନେକ

ଭୁବନେଶ୍ୱର : ରାଜ୍ୟରେ ଏବେ ଅଣ୍ଡାମାଡ ଟ୍ରେଣ୍ଡ ଚାଲିଥିବାବେଳେ ଏହା ଅନେକ ଯୁବକ ଗୋଷ୍ଠିକଙ୍କ ଭବିଷ୍ୟତକୁ ନଷ୍ଟ କରିଦେବ । ଅଣ୍ଡାମାଡରେ ମାତିଥିବା ଅନେକ ଯୁବକ ନିଜ ଅଜଣାତରେ ମାମଲା ଖାଇବେ ଓ ସବୁକିଛି ଥମି ଗଲାପରେ କୋର୍ଟ କଚେରୀ ଓ ଥାନାକୁ ଦଉଡିବେ ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ…

ଦୁଇ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼

ଭୁବନେଶ୍ୱର: ଥମୁନି ମମିତା ମେହେର ହତ୍ୟା ମାମଲା ତାତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା ଶାସକ ଦଳ ଏହାକୁ ଗୁରୁତ୍ୱ ଦେଉନାହିଁ । ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ସେପଟେ ଆଜି…