Odia News Portal
Browsing Tag

election

କେଉଁଠି କେବେ ହେବ ବିଧାନସଭା ନିର୍ବାଚନ

ଫେବୃଆରୀ ୧୬ ତାରିଖରେ ତ୍ରିପୁରାର ସମସ୍ତ ୬୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ । ସେହିପରି ମେଘାଳୟ ଓ ନାଗାଲ୍ୟାଣ୍ଡ ବିଧାନସଭାର ସମସ୍ତ ୬୦ ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ ଗ୍ରହଣ କରାଯିବ । ଦୁଇଟି ତାରିଖରେ ୩ଟି ରାଜ୍ୟର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା…

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି

ବ୍ରଜରାଜନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି । ଉପନିର୍ବାଚନ ପାଇଁ ଆଜିଠାରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ । ମେ’ ୧୨ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବା ପରେ ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ ।…

ମେ’ ୩୧ରେ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ

ବାଜିଲା ବ୍ରଜଗରାଜନଗର ବିଧାନସଭା ଉପନିର୍ବାଚନ ବିଗୁଲ । ମେ’ ୩୧ ତାରିଖରେ ନିର୍ବାଚନ । ମେ’ ୪ରେ ପ୍ରକାଶ ପାଇବ ବିଜ୍ଞାପନ । ମେ’ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ । ୧୨ରେ ଯାଞ୍ଚ ଓ ୧୬ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ଜୁନ ୩ ତାରିଖରେ ଭୋଟ ଗଣତି । କିଶୋର ମହାନ୍ତିଙ୍କ…

ଧାମନଗର ଏନଏସିର ୬ଟି ବୁଥରେ ଆଜି ପୁନଃ ମତଦାନ

ଆଜି ଭଦ୍ରକ ଜିଲ୍ଲା ଧାମନଗର ଏନ୍ଏ‌ସିର ୬ଟି ବୁଥରେ ହେବ ପୁନଃ ମତଦାନ। ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ହେବ ମତଦାନ। ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ପାଇଁ ଏସ୍‌ପିଙ୍କ ନେତୃତ୍ୱରେ ଧାମନଗର ସହର ତଥା ବଜାରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ୧୧ପ୍ଲାଟୁନ ଫୋର୍ସ, ୪ଜଣ…

ସରିଲା ନାଏବ ସରପଞ୍ଚ ଚୟନ: ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ସରିଲା ନାଏବ ସରପଞ୍ଚ ଚୟନ । ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ । ୩୧୪ ବ୍ଲକରେ ପଡିବ ଭୋଟ । ଅନେକ ଜାଗାରେ କଡା ମୁକାବିଲା ହେବ । କେଉଁଠି ବିଜେପି ତ କେଉଁଠି କଂଗ୍ରେସ ବିଜେଡିକୁ ଟକ୍କର ଦେଉଥିବାବେଳେ ଅନେକ ବ୍ଲକରେ ଶାସକ ଦଳର ଦୁଇ ଗୋଷ୍ଠୀ ଭିତରେ ଛକାପଞ୍ଝା ଲାଗି ରହିଛି । ଯେଉଁ ବ୍ଲକରେ…

ରାଜ୍ୟ ନିର୍ବାଚନ ଆୟୋଗଙ୍କ ବଡ ଘୋଷଣା

ପୌର ଭୋଟରେ ପ୍ରଥମ ଥର ପାଇଁ ଲାଗୁହେବ ନୋଟା । ଅର୍ଥାତ୍ ଏଥିରେ ଭୋଟର କାହାକୁ ବି ଭୋଟ ଦେଇପାରିବେ ନାହିଁ । ଯେଉଁ ପ୍ରାର୍ଥୀମାନେ ରହିଥାନ୍ତି , ସେମାନେ ଭୋଟରଙ୍କ ହିସାବରେ ଯୋଗ୍ୟ ନା ନୁହଁନ୍ତି । ଯଦି ଯୋଗ୍ୟ ନୁହଁନ୍ତି ତାହେଲେ ଭାଟ ଦେଇପାରିବନି ଭୋଟର । ପୂର୍ବରୁ କେବଳ ବିଧାନସଭା ଏବଂ…

କୋଟିଆରେ ହେବ ନିର୍ବାଚନ

କୋଟିଆର ପଟାଙ୍ଗୀ ଜୋନ୍ ଓ୍ୱାନ୍ରେ ହେବ ନିର୍ବାଚନ । ଜିଲ୍ଲା ପରିଷଦ ନିର୍ବାଚନରେ ସର୍ଵଦଳୀୟ ପ୍ରାର୍ଥୀ ମମତା ଯାନୀଙ୍କୁ ନିର୍ଦ୍ୱନ୍ଦ ଜିତେଇବା ଆଶା ଫେଲ ମାରିଲା । ସର୍ଵଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଟିକାଇ ଗେମେଲ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ । ସର୍ଵଦଳୀୟ କମିଟି…

୫ ରାଜ୍ୟ ପାଇଁ ମନା ରାଲି ଓ ରୋଡ ଶୋ

ବଢ଼ୁଛି କୋଭିଡ ସଂକ୍ରମଣ, ନିର୍ବାଚନ ପାଇଁ ହଟିବନି କଟକଣା । ୫ ରାଜ୍ୟ ବିଧାନସଭା ନିର୍ବାଚନରେ ରାଲି, ଶୋଭାଯାତ୍ରା ଓ ରୋଡ୍ ଶୋ ଉପରେ କଟକଣା ଜାରି କରାଯାଇଛି ।। କୋଭିଡ ସଂକ୍ରମଣ ଓ ଟିକାକରଣ ସ୍ଥିତିକୁ ନେଇ ଶନିବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନର । ଏହି…

ନିର୍ବଚନରେ ଉପହାର ବାଣ୍ଟୁଥିବା ଦଳକୁ କରାଯିବ ବ୍ୟାନ

ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ମାଗଣା ଉପହାର ବାଣ୍ଟୁଥିବା ରାଜନୈତିକ ଦଳର ମାନ୍ୟତା ରଦ୍ଦ ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଛି ପିଟିସନ୍। ଏହି ପିଟିସନ୍ରେ କୁହାଯାଇଛି ଯେ ରାଜନୈତିକ ଦଳଗୁଡ଼ିକ ସରକାରୀ ଅର୍ଥକୁ ବ୍ୟବହାର କରି ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଉପହାର…

ପଞ୍ଜାବ ନିର୍ବାଚନ ପାଇଁ ୮୬ ପାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସବୁ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଜି କଂଗ୍ରେସ ନିଜର ୮୬ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ଚାମକୌର ସାହିବରୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ଅମୃତସର ପୂର୍ବରୁ ନବଜୋତ ସିଂ ସିଦ୍ଧୁ ନିର୍ବାଚନ ଲଢ଼ିବେ। ସୋନୁ ସୁଦଙ୍କ ଭଉଣୀ…