Odia News Portal
Browsing Tag

election

ପଞ୍ଜାବରେ ସରକାର ଆସିଲେ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୃତି ଦେଲେ କେଜ୍ରିୱାଲ

ଅମୃତସର: ପାଖେଇ ଆସୁଛି ପଞ୍ଜାବ ସାଧାରଣ ନିର୍ବାଚନ । ଏଥରକ ପଞ୍ଜାବରେ ନିର୍ବାଚନ ଲଢ଼ିବାକୁ ଯାଉଛି ଆମ ଆଦମୀ ପାର୍ଟୀ । ଦିଲ୍ଲୀରେ ସରକାରରେ ଥିବା ଆପ ସରକାର ପଞ୍ଜାବରେ ନିର୍ବାଚନ ଲଢ଼ିବା ପୂର୍ବରୁ ରାଜ୍ୟବାସୀଙ୍କୁ ବହୁ ପ୍ରତିଶ୍ରୃତି ଘୋଷଣା କରିଛି । ୨୦୨୨ରେ ପଞ୍ଜାବରେ ବିଧାନସଭା ନିର୍ବାଚନ…

ରାଜ୍ୟରେ ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର: ଆସନ୍ତା ୨୦୨୨ ହେବ ପଞ୍ଚାୟତ ନିର୍ବାଚନ । ମାର୍ଚ୍ଚ ୧୦ ତାରିଖ ୨୦୨୨ରେ ଶେଷ ହେବାକୁ ଯାଉଛି ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ । ତେବେ ରାଜ୍ୟ ନିବାଚନ କମିଶନଙ୍କ ସଚିବ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି କି ଏହାପୂର୍ବରୁ ସଂରକ୍ଷଣ ପ୍ରକିୟା ଓ ସମୟ ନିର୍ଦ୍ଧାରଣ…

୨୦୨୨ରେ ଗୁଜୁରାଟ ବିଧାନସଭା ନିର୍ବାଚନରେ ଲଢ଼ିବ ଆପ୍‌

ଅହମ୍ମଦାବାଦ: ଦିଲ୍ଲୀରେ ବହୁମତ ପାଇ ସରକାରରେ ଥିବା ଆମଆଦମୀ ପାର୍ଟି ୨୦୨୨ରେ ଗୁଜୁରାଟ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ । ଆଜି ଏନେଇ ସୂଚନା ଦେଇଛନ୍ତି ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଗୁଜୁରାଟରେ ପାର୍ଟି ଅଫିସ ଉଦଘାଟନ କରିବା ଅବସରରେ ଏଭଳି ଘୋଷଣା…

୨୨ରେ ପଞ୍ଚାୟତ ଉପନିର୍ବାଚନ

ଭୁବନେଶ୍ୱର()  ଆସନ୍ତା ଡିସେମ୍ବର ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ପଞ୍ଚାୟତ ଉପନିର୍ବାଚନ । ପଞ୍ଚାୟତ ଉପ ନିର୍ବାଚନ ସହ କଟକ ସଦର ବ୍ଲକର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ଆସନ, ବଲାଙ୍ଗିର ଜିଲ୍ଲାର ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ପଦବି ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ।…

ତିର୍ତ୍ତୋଲରେ ବିଜୟଙ୍କ ବିଜୟ, ୪୦ ହଜାର ବ୍ୟବଧାନରେ ଜିତିଲେ

ଭୁବନେଶ୍ୱର () ତିର୍ତ୍ତୋଲରେ ବାଜି ମାରିଛନ୍ତି ବିଜେଡି ପାର୍ଥି ବିଜୟ ଶଙ୍କର ଦାସ। ନିକଟତମ ବିଜେପି ପାର୍ଥି ରାଜକିଶୋର ବେହେରାଙ୍କୁ 40296 ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି । କଡା ପ୍ରତିଦ୍ବନ୍ଦିତା ମଧ୍ୟରେ ବିଜୟ ଶଙ୍କର ବିଜୟୀ ହୋଇଛନ୍ତି । ସେ 86186 ଖଣ୍ଡ ଭୋଟ ପାଇଥିଲେ । ବିଜେପି…

ବିଜୟ ମୁହାଁ ବିଜେଡିର ୨ ପ୍ରାର୍ଥୀ

ତିର୍ତ୍ତୋଲ() ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଉଭୟ ଆସନରେ ବିଜେଡି ଆଗୁଆ ରହିଛି । ୧୮ ରାଉଣ୍ଡ ସୁଦ୍ଧା ଜଗତସିଂପୁର ତିର୍ତ୍ତୋଲରେ ବିଜେଡି ୨୭,୬୬୫ଭୋଟରେ ଆଗୁଆ ରହିଛି । ୧୮ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କୁ ୬୦୮୮୯ ଭୋଟ୍,…

୧୬ ରାଉଣ୍ଡ ଭୋଟ ଗଣତି, ଜାଣନ୍ତୁ କାହାକୁ ମିଳିଛି କେତେ ଭୋଟ

ବାଲେଶ୍ୱର() ବାଲେଶ୍ୱର ଉପନିର୍ବାଚନରେ ୧୬ ରାଉଣ୍ଡ ଗଣତି ଶେଷ ହୋଇଛି । ୧୬ ରାଉଣ୍ଡ ସୁଦ୍ଧା କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁ ୩୭୧୩, ଭାଜପା ପ୍ରାର୍ଥୀ ମାନସ ଦତ୍ତ ୫୦,୨୦୧ ଖଣ୍ଡ ଏବଂ ବିଜେଡି ପ୍ରାର୍ଥୀ ସ୍ୱରୂପ ଦା, ୫୬,୩୦୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି ସ୍ୱାଧୀନ ଭାବେ ଲଢୁଥିବା…

ମଧ୍ୟ ପ୍ରଦେଶ ଉପ ନିର୍ବାଚନ : ୨୧ ଆସନରେ ବିଜେପି ଆଗୁଆ

ଭୋପାଳ ()  ବିହାର ବିଧାନସଭା ସହିତ ଦେଶରେ ଅନେକ ସ୍ଥାନରେ ଉପ ନିର୍ବାଚନ ଅନୁଷ୍ଠିତ ହେଉଛି । ମଧ୍ୟପ୍ରଦେଶରେ ଅନୁଷ୍ଠିତ ହେଉଥିବା ଉପ ନିର୍ବାଚନରେ ଶାସକ ଦଳର ଦବଦବା ଜାରି ରହିଛି । ମଧ୍ୟାହ୍ନ ପର୍ଯ୍ୟନ୍ତ ହୋଇଥିବା ଭୋଟ ଗଣତିରେ ବିଜେପି ୨୧ ଆସନରେ ଅଗ୍ରଣୀ ରହିଛି । କଂଗ୍ରେସ ୬ ଟି ଆସନରେ…

ନବମ ରାଉଣ୍ଡ: ୧୪,୫୬୧ ଭୋଟରେ ବିଜେଡି ଆଗୁଆ

ତିର୍ତ୍ତୋଲ() ତିର୍ତ୍ତୋଲରେ ସରିଲା ନବମ ପର୍ୟ୍ୟାୟ ଭୋଟ ଗଣତି । ମୋଟି ୨୫ ରାଉଣ୍ଡରେ ଭୋଟ ଗଣତି ହେବାକୁ ଥିବା ବେଳେ ତିର୍ତ୍ତୋଲରେ ନବମ ପର୍ୟ୍ୟାୟ ଭୋଟ ଗଣତି ସରିଛି । ୯ମ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ତିର୍ତ୍ତୋଲ ଆସନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ୩୨ ହଜାର୭୫,…