Odia News Portal
Browsing Tag

entertainment

କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଚହିତେଦାର ସେଲିବ୍ରିଟିଙ୍କ ଶିକ୍ଷାଗତ ଯୋଗ୍ୟତା?

ବଲିଉଡର କ୍ୟୁଟ କପଲ କୁହାଯାଉଥିବା କିଆରା ଅଡଭାନି ଓ ସିଦ୍ଧାର୍ଥ ମଲହୋତ୍ରା ଫାଇନାଲି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଦୁଇଜଣ ଅଗ୍ନିକୁ ସାକ୍ଷୀ ରଖି ୭ ଫେବୃୟାରୀ ରେ ରାଜସ୍ଥାନ ସ୍ଥିତ ଜୟସାଲମେରର ସୂର୍ଯ୍ୟଗଡ ପ୍ୟାଲେସଠାରେ ଦୁହେଁ ଦୁହିଁଙ୍କର ହୋଇସାରିଛନ୍ତି । ହେଲେ ଆପଣ…

ଅକ୍ଟୋବରରେ ଆସିବ ଏହିସବୁ ଫିଲ୍ମ

ମୁମ୍ବାଇ: ୨୦୨୧ରେ କରୋନା ମହାମାରୀ ପାଇଁ ଅନେକ ଫିଲ୍ମ ଓ ସିରିଜ ଏ ପର୍ୟ୍ୟନ୍ତ ରିଲିଜ ହୋଇପାରିନାହିଁ । ହେଲେ ଏବେ ଆଶା କରାଯାଉଛି ଯେ, ଅକ୍ଟୋବରରେ କିଛି ଭଲ ଫିଲ୍ମ ଓ ୱେବ ସିରିଜ ରିଲିଜ ହୋଇପାରେ । ଓଟିଟି ଷ୍ଟ୍ରିମିଂ ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ ଅକ୍ଟୋବରରେ ରିଲିଜ ହେବାକୁ ଥିବା…

ଏହି ତାରିଖରୁ ପ୍ରସାରିତ ହେବ ‘ଦ କପିଲ ଶର୍ମା’ ସୋ

ମୁମ୍ବାଇ: ଘଟୁଛି ବହୁ ପ୍ରତିକ୍ଷାର ଅନ୍ତ । ଖୁବଶୀଘ୍ର ଆସୁଛି ବହୁ ଚର୍ଚ୍ଚିତ ଟିଭି ସୋ ଦ କପିଲ ଶର୍ମା ସୋ । ଆସନ୍ତା ଅଗଷ୍ଟ ୨୧ରୁ ଆରମ୍ଭ ହେବାକୁ ଯାଉଛି ଏହି ସୋ । ଏନେଇ ଅଫିସିଆଲ ତରଫରୁ ସୂଚନା ଦିଆଯାଇଛି । ତେବେ ପୁରୁଣା କଳାକାରମାନେ ଏହି ସୋରେ ପୁଣିଥରେ ଝଳସିବେ । ପୂର୍ବରୁ ଗୁଜବ…

ଖୁବଶୀଘ୍ର ବିବାହ କରିପାରନ୍ତି କ୍ୟାଟ୍ରିନା

ମୁମ୍ବାଇ: ବଲିଉଡର ହଟ ଆଇଟମ ଗାର୍ଲ କ୍ୟାଟ୍ରିନା କୈଫ୍ ଖବୁଶୀଘ୍ର ବିବାହ କରିପାରନ୍ତି ବୋଲି ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା । କ୍ୟାଟ୍ରିନା ଉରି ଫେମ୍ ଭିକ୍କି କୌଶଲଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଛି । ଉଭୟ ଏକାଠି ବୁଲାବୁଲି କରୁଥିବା ଦେଖିବାକୁ ମିଳୁଛି । ତେବେ ସେମାନେ…