Odia News Portal
Browsing Tag

film

ଦେଖନ୍ତୁ ମିଶନ ମଯନୁ କେବେ ହେବ ରିଲିଜ

ବଲିଉଡ ଅଭିନେତା ସିଦ୍ଧାର୍ଥଙ୍କ ସୁପରହିଟ୍‌ ଫିଲ୍ମ ଶେରସାହ ଏବଂ ଚଲିଉଡ ଅଭିନେତ୍ରୀ ରଶ୍ମିକା ମନ୍ଦନଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପା ପରେ ବର୍ତ୍ତମାନ ଉଭୟେ ବଡ ପରଦାରେ ଆଉ ଏକ ଧମାକା କରିବାକୁ ଆସୁଛନ୍ତି । ଥ୍ରୀଲର୍ ଫିଲ୍ନ ମିଶନ ମଜନୁରେ ଦୁହେଁ ଏକାଠୀ ନଜର ଆସିବାକୁ ଥିବାବେଳେ ଏହାର ରିଲିଜ…

ଅଗଷ୍ଟ ୨୭ରେ ପରଦାକୁ ଆସିବ ଅମିତାଭଙ୍କ ‘ଚେହରେ’

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଚେହରେ’ ସିନେମା ହଲରେ ରିଲିଜ୍ ପାଇଁ ପ୍ରସ୍ତୁତ ହୋଇସାରିଛି । ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ଅଗଷ୍ଟ ୨୭ ରେ ଫିଲ୍ମଟି ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । କିଛି ମାସ ପୂର୍ବେ ଫିଲ୍ମଟି ରିଲିଜ୍ ହେବାର…

ଏହିଦିନ ରିଲିଜ ହେବ ‘ଶେରଶାହ’

ମୁମ୍ବାଇ: ସିଦ୍ଧାର୍ଥ ମାଲହୋତ୍ରା-କିଆରା ଆଡ଼ଭାନୀ ଅଭିନୀତ ବହୁ ପ୍ରତୀକ୍ଷିତ ବଲିଉଡ଼ ଚଳଚ୍ଚିତ୍ର ‘ଶେରଶାହ’ର ମୁକ୍ତିଲାଭ ତାରିଖ ଗୁରୁବାର ଘୋଷଣା କରାଯାଇଛି। ଅଗଷ୍ଟ ୧୨ ତାରିଖରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ ଏହି ଚଳଚ୍ଚିତ୍ର। ଆମାଜନ ପ୍ରାଇମ ଭିଡିଓ ଆଜି ନିଜ ଟ୍ୱିଟର…

ଫିଲ୍ମକୁ ହଁ, ଯାତ୍ରାକୁ ନା

ଭୁବନେଶ୍ୱର: ଆସିଲା ନୂଆ ଗାଇଡଲାଇନ୍ । ଏଥରକ ଫିଲ୍ମ ସୁଟିଂ ଲାଗି ଅନୁମତି ମିଳିଛି । ଇନଡୋର ଏବଂ ଆଉଟଡୋର ନିୟମକୁ ମାନି ସୁଟିଂ କରାଯିବାକୁ ଅନୁମତି ଦିଆଯାଇଛି । ତେବେ ଯାତ୍ରା ପରିବେଶଣ ଉପରେ ପୁଣିଥରେ ରୋକ ଲଗାଯାଇଛି । ଯାତ୍ରାକୁ ପୁଣିଥରେ ଅନୁମତି ମିଳିନାହିଁ । ଦୀର୍ଘଦିନ ହେବ ଯାତ୍ରା…