Odia News Portal
Browsing Tag

fire breaks out

ସୁରଟର ଏକ କପଡା ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ସୁରଟର ପୋଣ୍ଡସରା ଜିଆଇଡିସି ଅଂଚଳରେ ସ୍ଥିତ ଏକ କପଡା ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୧୭ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ରବିବାର ସକାଳ ୪ ସମୟରେ ଏହି ଅଘଟଣ ଘଟିଛି । ନିଆଁରେ କପଡା ମିଲ୍ ସମ୍ପୂର୍ଣ୍ଣ ପୋଡି ପାଉଁଶ…

ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ, ୭ ମୃତ

ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ଅଧିକ ବସ୍ତି ଅଛି । ଉତ୍ତର ପୂର୍ବ ଦିଲ୍ଲୀ ଅତିରିକ୍ତ ଡିସିପି କହିଛନ୍ତି, “ଗୋକୁଲପୁରୀ ପୋଲିସ ଥାନା ଅଞ୍ଚଳରେ ରାତି ପ୍ରାୟ ଗୋଟାଏ ସମୟରେ ନିଆଁ…

ବାଣ କାରଖାନାରେ ବିସ୍ଫୋରଣ, ୭ ମୃତ

ହିମାଚଳ ପ୍ରଦେଶ: ମଙ୍ଗଳବାର ହିମାଚଳ ପ୍ରଦେଶର ଉନା ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉନା ତାହଲିୱାଲରେ ଅବସ୍ଥିତ ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୧୦-୧୫ ମହିଳ ପୋଡ଼ି ଯାଇଥିବାର ଖବର ରହିଛି। ଏପର୍ୟ୍ୟନ୍ତ ୭ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରାଯାଇଛି। ୧୦ ଜଣ ଗୁରୁତର…

କେମିକାଲ ଫାକ୍ଟ୍ରିରେ ନିଆଁ ଲାଗି ଦୁଇ ଜଣଙ୍କର ମୃତ୍ୟୁ

ଗୁଜୁରାଟର ପଞ୍ଚମହଲ ଜିଲ୍ଲାର ଗୁଗାମବାସ୍ଥିତ ଗୁଜୁରାଟ ଫ୍ଲୋରୋ କେମିକାଲ୍ସ ଲିମିଟେଡ କମ୍ପାନୀରେ ବିସ୍ଫୋରଣ ଘଟି ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ସହିତ ରିଲିଫ ଓ ଉଦ୍ଧାର କାର୍ୟ୍ୟ ଜାରି ରହିଛି।…