Odia News Portal
Browsing Tag

fireing

ପୁଅକୁ ମାରି ବାପା ଫେରାର

କଟକ: ନିଜ ଜନ୍ମକଲା ପୁଅକୁ ମାରିଲା ବାପା । ସମ୍ପର୍କକୁ ଭୁଲି ଗୁଳି କରି ପୁଅକୁ ହତ୍ୟା କଲା ବାପା । କଟକ ଜିଲ୍ଲା ବାରଙ୍ଗ ଥାନା ବେଣ୍ଟୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯଦୁମଣି ମୁଣ୍ଡା ନିଜ ପୁଅ ଶିବକୁ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଛି । ପୋଲିସ ଖବର ପାଇ ମୃତଦେହକୁ…

ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼

କଟକ: ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ପଇସା ପାଇଁ ହେଉ କିମ୍ବା ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଅପରାଧ କରିବାକୁ ପଛାଉ ନାହାନ୍ତି । ଏହାରି ମଧ୍ୟରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି କରିଛନ୍ତି ୨ ଦୁର୍ବୃତ୍ତ । କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗା ଠାରେ…

କାବୁଲ ବିମାନ ବନ୍ଦରରେ ଗୁଳିମାଡ଼: ୮ ମୃତ

କାବୁଲ: ଆଫଗାନିସ୍ତାନ ପରିସ୍ଥିତି ଅଣାୟତ୍ତ ହୋଇପଡିଥିବାବେଳେ କୌଣସି ଯାତ୍ରୀବାହୀ ବିମାନ ଆଫଗାନ ଆକାଶ ସୀମା ମଧ୍ୟରେ ଉଡାଣ ନକରିବାକୁ ସତର୍କ ସୂଚନା ଜାରି କରାଯାଇଛି। ଇତିମଧ୍ୟରେ ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଫେରାଇ ନେବାକୁ ଆମେରିକା ଏବଂ ବ୍ରିଟେନର ସୈନ୍ୟମାନେ କାବୁଲ ବିମାନ…

ଆତଙ୍କବାଦୀ ହାଫିଜ୍ ସଇଦ ଘର ସମ୍ମୁଖରେ ବଡ଼ ଧରଣର ବିସ୍ଫୋରଣ

ଲାହୋର: କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଲାହୋରରେ ଥିବା ବାସଭବନ ନିକଟରେ ବୁଧବାର ବଡଧରଣର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ ।…

ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ଭୁବନେଶ୍ୱର: ପୋଲିସ- ମାଓବାଦୀ ମଧ୍ୟରେ ଗୁଳି ବିନିମୟ । ସର୍ଚ୍ଚ ଅପରେସନ କରିଛନ୍ତି ଯବାନ । ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନାରାୟଣପୁରରେ ଏହି ଗୁଳି ବିନିମୟ ହୋଇଛି । ଏଥିରେ ଦୁଇଜଣ ମାଓ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରୁ ରାଇଫଲ, ପିସ୍ତଲ ସହିତ ବିପୁଳ ପରିମାଣର ଅଫୁଟା…

ପୋଲିସ-ନକ୍ସଲ ଗୁଳି ବିନିମୟରେ ୬ ନକ୍ସଲ ନିହତ

ମାଲକାନଗିରି: ପୋଲିସ-ନକ୍ସଲ ଗୁଳି ବିନିମୟ ହୋଇଛି । ଏଥିରେ ୬ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଶାଖାପାଟଣା ଜିଲ୍ଲା କୋୟ ଗାଁରେ ଘଟିଛି ଏଭଳି ଗୁଳି ବିନିମୟ । କମ୍ବିଂ ଅପରେସନ ଚାଲିଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ଦେଲେ ବିଶାଖାପାଟଣା ଗ୍ରାମାଞ୍ଚଳ ଏସପି ।…