Odia News Portal
Browsing Tag

Flight

ଆସିଲା ନୂଆ ଗାଇଡଲାଇନ

ସାରା ବିଶ୍ୱକୁ ଏବେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିନ୍ତାରେ ପକାଇଛି । ଏନେଇ ଭାରତ ସରକାର ଅର୍ନ୍ତରାଷ୍ଟ୍ରୀୟ ବିମାନଯାତ୍ରୀଙ୍କ ପାଇଁ ନୂଆ ଦିଶା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ଏବେ ଯାତ୍ରୀମାନଙ୍କୁ ଏୟାର ସୁବିଧା ପୋର୍ଟାଲରେ ସମସ୍ତ ସୂଚନା ଦେବାକୁ ପଡିବ । ନୂଆ…

ଡିସେମ୍ବର ୧୫ରୁ ଆନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ

ଆସନ୍ତା ଡିସେମ୍ବର ୧୫ରୁ ଦେଶରେ ଆରମ୍ଭ ହେବ ଅନ୍ତର୍ଜାତୀୟ ବିମାନ ସେବା। କେବଳ ୧୪ଟି ଦେଶ ପାଇଁ ଭାରତ ଏହି ସେବା ଆରମ୍ଭ ହୋଇପାରେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ଆରମ୍ଭରୁ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ…

ଖୁବଶୀଘ୍ର ଭୁବନେଶ୍ୱରରୁ ଡେରାଡୁନକୁ ଉଡିବ ବିମାନ

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଭୁବନେଶ୍ୱର ଏବଂ ଡେରାଡୁନ୍ ମଧ୍ୟରେ ବିମାନ ସଂଯୋଗ ସମ୍ପର୍କରେ ବିମାନ ସେବା ଅପରେଟରଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ସାଂସଦ ଅନଙ୍ଗ ଉଦୟ ସିଂ ଦେଓଙ୍କୁ ଚିଠି…

ପାଣିରେ ବିମାନ

ନୂଆଦିଲ୍ଲୀ:ଦିଲ୍ଲୀରେ ବାଦଲ ଫଟା ବର୍ଷା । ଆଉ ବର୍ଷା ପରେ ସ୍ଥତି ଅସମ୍ଭାଳ । ସକାଳୁ ଲଗାତର ବର୍ଷା ହେବାପରେ ଦିଲ୍ଲୀରେ ଦେଖାଦେଇଛି ଜଳସ୍ତର ବୃଦ୍ଧି ସମସ୍ୟା । ଏହା ସହ ଦକ୍ଷିଣ ଦିଲ୍ଲୀର ମହିପାଲପୁର ଏବଂ ମୁନିରକାର ରାସ୍ତା ଗୁଡ଼ିକ ମଧ୍ୟ ବର୍ଷା ପାଣିରେ ବୁଡ଼ି ରହିଥିବା ବେଳେ ଜନଜୀବନ ଅସ୍ତ…

ବାପା ମା’ଙ୍କୁ ବିମାନରେ ବସାଇ ପିଲାଦିନର ସ୍ୱପ୍ନ ପୂରଣ କଲେ ନୀରଜ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ଆଉ ଏକ ସ୍ୱପ୍ନ ପୂରଣ ହୋଇଛି । ପିଲାଟି ଦିନରୁ ସେ ଦେଖିଥିବା ସ୍ୱପ୍ନକୁ ପୂରଣ କରିଛନ୍ତି । ପିତାମାତାଙ୍କ ସହ ଫଟୋ ସେୟାର କରି ଚୋପ୍ରା ଟ୍ୱିଟ୍ କରି କହିଛନ୍ତି 'ଆଜି ମୋର ଏକ ଛୋଟ ସ୍ୱପ୍ନ ସାକାର ହେଲା,…

ଖୁବଶୀଘ୍ର ଜୟପୁରରେ ଉଡ଼ିବ ବିମାନ

ଭୁବନେଶ୍ୱର: ଅତିଶୀଘ୍ର ଜୟପୁରରେ ଉଡ଼ିବ ବିମାନ । ଏନେଇ ଯୋଜନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଏହି ଉଡ଼ାନ ଯୋଜନାରେ ଦୁଇଟି ସ୍ଥାନରୁ ବିମାନ ଉଡ଼ିବ ବୋଲି ସୂଚନାରୁ ଜଣାପଡ଼ିଛି । ଜୟପୁର ଏବଂ ରଙ୍ଗେଇଲୁଣ୍ଡା ଏହି ଦୁଇ ସ୍ଥାନରୁ ଉଡ଼ିବ ବିମାନ…