Odia News Portal
Browsing Tag

ganj seized

ଗଞ୍ଜେଇ ଚାଲାଣ ଟିମ୍ ଉପରେ ଚଢ଼ାଉ

ଏକ ପେଷାଦାର ଗଞ୍ଜେଇ ଚାଲାଣ ଟିମ୍ ଉପରେ ଚଢ଼ାଉ କରି ବଡଧରଣର ସଫଳତା ପାଇଛି ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ପୋଲିସ । ୪୧୩ କିଲୋ ଗଞ୍ଜେଇ ସହ ଗୋଟିଏ ପିସ୍ତଲ୍ , ୪ ରାଉଣ୍ଡ ଅଫୁଟା ଗୁଳି , ଗୋଟିଏ ଟ୍ରକ୍ , ଗୋଟିଏ ପିକ୍ଅପ୍ ଭ୍ୟାନ୍ ଏବଂ ୩ଟି ମୋଟରସାଇକେଲ ଜବତ କରିଛି ପୋଲିସ । ଏକ…

ଟ୍ରକରୁ ୫୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ

ଟ୍ରକରୁ ୫୪ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ । କୋରାପୁଟ ଜିଲ୍ଲା ସାନକିଚବ ଗାଁରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡିବସିଲା ଲମତାପୁଟ ପୋଲିସ। ଗିରଫ ବ୍ୟକ୍ତି ଉତ୍ତର ପ୍ରଦେଶର ରାକେଶ ବୋଲି ଜଣାପଡ଼ିଛି । ବିଶେଷ ସୂତ୍ରରୁ ଖବର ପାଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ…

୧୨ କୁଇଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

୧୨ କୁଇଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ, ଜଣେ ଗିରଫ । ରାୟଗଡା ଜିଲ୍ଲା ରାମନାଗୁଡାରୁ ଏକ ଆଇଚର ଟ୍ରକରେ ଚାଲାଣ ବେଳେ ଜବତ କରିଛି ପୋଲିସ । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଖବର ଅନୁଯାୟୀ, ରାମନାଗୁଡା ଠାରେ ପୋଲିସ ଚେକିଂ ବେଳେ ଏକ ଆଇଚର ଟ୍ରକକୁ ସନ୍ଦେହରେ ଅଟକାଇଥିଲା…

ଗଞ୍ଜେଇ ଚୋରାଚାଲାଣ ବେଳେ ଧରାପଡିଲେ ୨ ମାଫିଆ

ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ପୋଲିସ । ୨ ଜଣ ମାଫିଆଙ୍କୁ ଗିରଫ ସହ ୪୧ କେଜି ୪୫ ଗ୍ରାମର ଗଞ୍ଜେଇ ଜବତ କରିଛି ପୋଲିସ । ଗିରଫ ଗଞ୍ଜେଇ ମାଫିଆଙ୍କୁ କୋର୍ଟ ଚାଲାଣ କରାଯାଇଛି । ରାୟଗଡ଼ା ଜିଲ୍ଲା ବିଷୟକଟକ ଥାନା ନେତାଜୀ ଛକ ନିକଟରୁ ଗଞ୍ଜେଇ ଜବତ କରିଛି ପୋଲିସ । ଖବର ଅନୁଯାୟୀ, …

ଖୋର୍ଦ୍ଧରୋଡ୍‌ ଷ୍ଟେସନରୁ ୨୧ କି.ଗ୍ରା ଗଞ୍ଜେଇ ଜବତ

ଖୋର୍ଦ୍ଧାରୋଡ ରେଳ ଷ୍ଟେସନରୁ ରେଲୱେ ପୁଲିସ(ଜିଆର୍‌ପି) ୨୦ କିଲୋ ୯୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଏହାକୁ ଚାଲାଣ କରୁଥିବା ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ମନୋଜ କୁମାର ବେହେରାଙ୍କୁ ଜିଆର୍‌ପି ଗିରଫ କରି କୋର୍ଟଚାଲାଣ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୨ଲକ୍ଷ ୯ ହଜାର ଟଙ୍କା ହେବ…

ବାଇକ୍ ସହ ୧୦ କେଜିରୁ ଅଧିକ ଗଞ୍ଜେଇ ଜବତ, ୨ଜଣଙ୍କୁ ଗିରଫ

ଗଜପତି: ଗଜପତି ଜିଲ୍ଲା ଅଡ଼ବା ପୋଲିସ ସୋମବାର ପାଟ୍ରୋଲିଂ କରୁଥିବା ବେଳେ ଏକ ବାଇକ ସହ ୧୦ କେଜି ୯୦୦ ଗ୍ରାମ୍ ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ବାଇକ ଡେଙ୍ଗମା ଛକ ଦେଇ ଦ୍ରୁତ ଗତିରେ ଯାଉଥିବା ବେଳେ ସନ୍ଦେହ…

୧୦ କ୍ୟୁଣ୍ଟାଲ ଗଞ୍ଜେଇ ଜବତ

ବ୍ରହ୍ମପୁର: ଅର୍ଦ୍ଧନିର୍ମାଣ ଘରୁ ଜବତ ହୋଇଛି । ବ୍ରହ୍ମପୁର ଆଙ୍କୁଲି ଜାତୀୟ ରାଜପଥ ନିକଟ ଏକ ଅର୍ଦ୍ଧନିର୍ମାଣ ଘରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ରାଇପଙ୍କା ଓ ଅଡ଼ବା ଅଂଚଳର ଦୁଇ ଯୁବକ ଗଞ୍ଜେଇ ବେପାର କରୁଥିବା ଖବରପାଇ ଚଢଉ ହୋଇଥିଲା । ଜଣେ ଘଟଣାସ୍ଥଳରୁ ଫେରାର…