Odia News Portal
Browsing Tag

group clash

ଗାଁ ଦାଣ୍ଡରେ ଖୁଲମଖୁଲ୍ଲା ଗୁଣ୍ଡାରାଜ

ବାଲେଶ୍ୱର: ଗାଁ ଦାଣ୍ଡରେ ଚାଲିଛି ଖୁଲମଖୁଲ୍ଲା ଗୁଣ୍ଡାରାଜ । ବାଇକରେ ଆସି ଗାଁ ଭିତରେ ଦୁଇ ଯୁବକ ଦେଖାଇଲେ ବନ୍ଧୁକ । ବାଲେଶ୍ୱର ସଦର ବ୍ଲକ କେଶରପୁର ଗାଁରେ ଘଟିଛି କିଛି ଏଭଳି କିଛି ଘଟଣା। ଗତ ୧୯ ତାରିଖ ଦିନ ବିଦ୍ୟୁତ୍ ସଂଯୋଗ ନେଇ କେଶପୁର ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ…

ବାଣୀବିହାର କ୍ୟାମ୍ପସରେ ଛାତ୍ର ଅଶାନ୍ତି

ଭୁବନେଶ୍ୱର: ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ଘଟଣାରେ ପୋଲିସ କମିସନରଙ୍କୁ ଭେଟିଛନ୍ତି କୁଳପତି । ପ୍ରଫେସର ସବିତା ଆଚାର୍ଯ୍ୟ ପୋଲିସ କମିସନରଙ୍କୁ ଭେଟି ବାଣୀବିହାରରେ ଅଶାନ୍ତ ପରିସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ସେପଟେ କୁଳପତିଙ୍କ ଅଫିସ ଆଗରେ…