Odia News Portal
Browsing Tag

GST

୧୪୩ଟି ସାମଗ୍ରୀ ଉପରେ ବଢ଼ିପାରେ ଜିଏସଟି ହାର

୧୪୩ଟି ଆଇଟମ୍ ଉପରେ ଜିଏସଟି ସ୍ଲାବ୍ ବୃଦ୍ଧି କରିବାକୁ ଜିଏସଟି ପରିଷଦ ରାଜ୍ୟମାନଙ୍କଠାରୁ ପରାମର୍ଶ ଲୋଡିଛି। ଯଦି ଏହି ପ୍ରସ୍ତାବରେ ରାଜ୍ୟମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଏ, ତେବେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ବୋଝ ଆହୁରି ବଢ଼ିବ | ଜିଏସଟି ସ୍ଲାବ୍ ବୃଦ୍ଧି ପ୍ରସ୍ତାବ ନେଇ କେନ୍ଦ୍ରକୁ…

୩୨୦ କୋଟି ଟଙ୍କାର ଜିଏସଟି ଠକିଥିଲେ, ବନ୍ଧାହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ

ଝାରସୁଗୁଡ଼ା: ଜିଏସଟି ଠକେଇରେ ବନ୍ଧା ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ । ପ୍ରାୟ ୩୨୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଝାରସୁଗୁଡା ଟାଉନ ଥାନା ସରବାହାଲ ଠାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରଓ୍ଵାଲଙ୍କୁ ଗିରଫ କରିଛି ସମ୍ବଲପୁର ସିଟି ପୋଲିସ ଓ ଜିଏସଟି…

ଜୁଲାଇ ମାସରେ ସୁଧୁରିଛି ଅର୍ଥ ବ୍ୟବସ୍ଥା

ଦେଶରେ ଦ୍ରବ୍ୟ ଏବଂ ସେବା କର (GST) ଆଦାୟ ପରିମାଣ ବୃଦ୍ଧି​ ପାଉଛି । ଜୁଲାଇ ମାସରେ ୩୩ ପ୍ରତିଶତ ବୃଦ୍ଧି ପାଇଛି ଜିଏସ୍‌ଟି ଆଦାୟ । ଚଳିତ ମାସରେ ମୋଟ ୧.୧୬ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି । ଜୁଲାଇ ମାସରେ ଆଦାୟ ହୋଇଥିବା ଜିଏସ୍‌ଟି ପରିମାଣରୁ ଜଣାପଡୁଛି ଯେ, ଦେଶର…

ଆଜି ୨୪ ଘଣ୍ଟିଆ ଭାରତ ବନ୍ଦ

ଭୁବନେଶ୍ବର: ଆଜି ୨୪ ଘଣ୍ଟିଆ ସର୍ବଭାରତୀୟ ବନ୍ଦ ଡାକରା ଦେଇଛନ୍ତି ବ୍ୟବସାୟୀ ସଂଘ । ଓଡିଶାର ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦ ଡାକରାରେ ସାମିଲ ହେବେ । ଜିଏସଟି ନିୟମ ପରିବର୍ତନ, ଅନଲାଇନ ବ୍ୟବସାୟ ଉପରେ ଆଇନ ଆଣିବା ଏବଂ ଖାଦ୍ୟ ନିରାପତ୍ତା ମାନ ଆଇନକୁ ପରିବର୍ତ୍ତନ କରିବା ଦାବିରେ…

ଲୁଟ୍ ରୁ ଧରା ପଡ଼ିଲା ଜିଏସ୍‌ଟି ଠକେଇ

ରାଉରକେଲା: ଡ୍ରାଇଭରଙ୍କୁ ମାଡ଼ ମାରି ଟ୍ରକ ଲୁଟ କରୁଥିଲେ ଦୁର୍ବୃତ୍ତ | ଜିଏସ୍‌ଟି ଠକେଇ କରି ଲୁଟ୍ କରି ଖସି ପଳାଇବାକୁ ଚେଷ୍ଟା କରୁଥିବା ୨ଟି ରିଫାଇନ ତେଲ ବୋଝେଇ ଗାଡ଼ି ଜବତ। ଜିଏସ୍‌ଟି ଫାଙ୍କି ଅଭିଯୋଗରେ ସୋୟାବିନ ତେଲ ବୋଝେଇ ଟ୍ରକ୍‌କୁ ଜବତ କରିବା ପରେ ସାମ୍ନାକୁ ଆସିଛି ପୂରା ଘଟଣା। …

ଡ୍ରାଇଭରଙ୍କ ନାରେ ୨୮ କୋଟିର ଜିଏସଟି ଠକେଇ ଅଭିଯୋଗ

ଭୁବନେଶ୍ବର()  ଜଣେ ଡ୍ରାଇଭରଙ୍କ ନାମରେ ୨୮ କୋଟିର ଜିଏସଟି ଠକେଇ ଅଭିଯୋଗ ଆସିଛି । ଏନେଇ ଜିଏସଟି ବିଭାଗ ପକ୍ଷରୁ ରାଉରକେଲାର ଜନୈକ ଡ୍ରାଇଭରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି । ୨୮ କୋଟି ୨୮ ଲକ୍ଷର ଠକେଇ ସହିତ ୪ କୋଟିର ଫାଇନ ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି । ତେବେ ସେ ଏହା…

୧ ଲକ୍ଷ କୋଟି ପାର କଲା ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ()   କେନ୍ଦ୍ର ସରକାରଙ୍କୁ ବଡ ଆଶ୍ୱସ୍ତି । ଡିସେମ୍ୱର ମାସରେ ଜିଏସଟି ଆଦାୟ ଏକ ଲକ୍ଷ କୋଟି ଟଙ୍କା ପାର କରିଛି । ନଭେମ୍ୱର ମାସରେ ସମୁଦାୟ ୧,୦୩,୪୯୨ କୋଟି ଟଙ୍କା ଜିଏସଟି ଏକାଠି ହୋଇଥିଲା । ସେହିପରି ଡିସେମ୍ୱର ମାସରେ ଏହି ସଂଖ୍ୟା ୧,୦୩,୧୮୪ କୋଟି ଟଙ୍କା ରହିଛି । ତିନି ମାସର…