Odia News Portal
Browsing Tag

gujarat

ଭୂପେନ୍ଦ୍ର ପଟେଲ ହେବେ ଗୁଜୁରାଟର ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ: ଗୁଜୁରାଟ ରାଜନୀତିରେ ବିଜେପିର ଚମକପ୍ରଦ ନିଷ୍ପତି । ଭୂପେନ୍ଦ୍ର ପଟେଲଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ଦଳ । ଆଜି କୋର କମିଟି ବୈଠକ ପରେ ପଟେଲଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି । ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଅନେକଙ୍କ ନାଁ…