Odia News Portal
Browsing Tag

health

ସ୍ମରଣଶକ୍ତି ବୃଦ୍ଧି ପାଇଁ କରନ୍ତୁ ଏହି କାମ

ବହୁତ ସମୟରେ କମ ବୟସରୁ ଲୋକେ କଥା, ଜିନିଷ, କାମ କରିବା ଭୁଲିଯାଆନ୍ତି। ଏହି ସମସ୍ୟା ସ୍ମରଣ ଶକ୍ତି କମ ପାଇଁ ହୋଇଥାଏ। ଶରୀରରେ କୌଣସି ଆଘାତ, ରୋଗ କିମ୍ବା ପୋଷକ ତତ୍ୱ କମ ଥିଲେ ଏହି ସମସ୍ୟା ଦେଖାଦିଏ। ଜାଣନ୍ତୁ କିଛି ଘରୋଇ ତରିକା ଯାହାକୁ ଆପଣାଇ ଆପଣ ଏହି ସ୍ମରଣ ଶକ୍ତି ହୀନତା ସମସ୍ୟାରୁ…

ନିୟମିତ ବୁଟ ଖାଇବା ଦ୍ୱାରା ଏହି ସବୁ ଫାଇଦା ହୋଇଥାଏ

ପ୍ରାୟ ସମସ୍ତଙ୍କ ଘରେ କଳା ଚଣା ବା ବୁଟ ଖିଆଯାଏ। ଏହାକୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସକାଳୁ ଗୋଟିଏ ମୁଠା ବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କିନ୍ତୁ ଅଧିକ ମାତ୍ରାରେ ଖାଇଲେ ପେଟ ସମସ୍ୟା ହୋଇପାରେ।…

କ୍ୟାନ୍ସରକୁ ମାତ ଦେଲେ ବଲିଉଡ ଅଭିନେତା

ବଲିଉଡର ପ୍ରସିଦ୍ଧ ଅଭିନେତା ମହେଶ ମାଞ୍ଜରେକର କିଛି ମାସ ତଳେ କ୍ୟାନ୍ସର ପୀଡିତ ଥିବା ନେଇ ଏକ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ଦୁଇଟି ସର୍ଜରୀ କରାଯିବା ପରେ ସେ କ୍ୟାନ୍ସର ମୁକ୍ତ ଥିବା ନେଇ ଏକ ଖବର ପ୍ରକାଶ ପାଇଛି । ପ୍ରକୃତରେ କ୍ୟାନ୍ସର ହୋଇଥିବା ନେଇ ଦୁଇ ମାସ ତଳେ କରାଯାଇଥିବା ଏକ…

୨୪ ବର୍ଷର ମହିଳା ୨୧ ପିଲାଙ୍କ ମା

ଦୁଇଟି ପିଲା ହେବା ସବୁଠାରୁ ଭଲ, କିନ୍ତୁ ଜର୍ଜିଆର ବାସିନ୍ଦା କ୍ରିଷ୍ଟିନା ଓଜଟର୍କ ଏହାକୁ ବିଶ୍ୱାସ କରନ୍ତି ନାହିଁ। ତେଣୁ ୨୪ ବର୍ଷ ବୟସରେ ସେ ୨୧ ଟି ସନ୍ତାନର ମା’ ହୋଇପାରିଛନ୍ତି। କେବଳ ଏତିକି ନୁହେଁ, ସେ ତାଙ୍କର ୨୧ ସନ୍ତାନର ଯତ୍ନ ନେବା ପାଇଁ ୧୬ ଜଣ ଆୟାଙ୍କୁ ନିଯୁକ୍ତି ଦେଇଛନ୍ତି।…