ରାଜଧାନୀରେ ପ୍ରବଳ ବର୍ଷା: ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି, ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା
ରାଜଧାନୀରେ ପ୍ରବଳ ବର୍ଷା । ଭୁବନେଶର ଆକାଶରେ ହଠାତ ଘୋଟି ଆସିଲା କଳାହାଣ୍ଡିଆ ମେଘ । ଏହା ପରେ ଆରମ୍ଭ ହୋଇଛି ବିଜୁଳି ଏବଂ ଘଡ଼ଘଡ଼ି ସହ ବର୍ଷା । ବର୍ଷା ସହ ପବନ ମଧ୍ୟ ହେଉଛି । ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖାଦେଇଛି ।…