ଆଜି ବନ୍ଦ ରହିବ ନନ୍ଦନକାନନ
ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ଭୁବନେଶ୍ୱର । ବର୍ଷା ଛାଡ଼ିବାର ନାଁ ଧରୁନି । ସବୁଠି ଖାଲି ପାଣି ପାଣି । ପ୍ରାଣୀ ଉଦ୍ୟାନ ନ୍ଦନକାନନରେ ପାଣି ଭରି ରହିଛି । ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବି ବନ୍ଦ କରିଦିଆଯାଇଛି ।ପର୍ୟ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ!-->…